jestpic.com

Discover Best Images of World

#food #travel #sports #news #april #wednesday

ଭୁବନେଶ୍ୱର,: ଆଜି DGCA ପକ୍ଷରୁ ଶୀତକାଳିନ ଉଡ଼ାଣ ସମୟ ସାରଣୀ ଘୋଷଣା ହୋଇଛି । ଶୀତକାଳୀନ ସାରଣୀରେ ଝାରସୁଗୁଡ଼ା-ବେଙ୍ଗଲୁରୁ ବିମାନ ନଥିବା ଜଣାପଡ଼ିଛି । ଶୀତକାଳୀନ ସାରଣୀରେ ସ୍ଥାନ ପାଇବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହ୍ୱାନ ଏନେଇ ସୂଚନା ଦେଇଛନ୍ତି । ଖୁବଶୀଘ୍ର କୋଲକାତା ଓ ବେଙ୍ଗଲୁରୁକୁ ସିଧାସଳଖ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି । ଅକ୍ଟୋବର ୨୭ରୁ ମାର୍ଚ୍ଚ ୨୮ ଯାଏ ଶୀତକାଳୀନ ସାରଣୀ ହୋଇଥାଏ । ଏହାସହ ଝାରସୁଗୁଡ଼ା- ଭୁବନେଶ୍ୱର ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି । ଝାରସୁଗୁଡ଼ାରେ ଦିନ ୧୦ଟା ୫ମିନିଟ ପରିବର୍ତ୍ତନ ହୋଇ ୧୦ଟା ୩୦ରେ ପହଞ୍ଚିବ । ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଦିନ ୧୦ଟା ୫୫ମିନିଟରେ ଛାଡ଼ିବ । ଝାରସୁଗୁଡ଼ା-ନୂଆଦିଲ୍ଲୀ ବିମାନ ଉଡ଼ାଣ ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଝାରସୁଗୁଡ଼ାରେ ଅପରାହ୍ନ ୩ଟାରେ ପହଞ୍ଚି ୩ଟା ୩୦ରେ ଛାଡ଼ିବ ।<br />#bhubaneswar #DGCA #winter #flights #odianewslive #jharshuguda_bengaluru  #timetable #kolkata #announcement #odisha #India @odianewslive

ଭୁବନେଶ୍ୱର,: ଆଜି DGCA ପକ୍ଷରୁ ଶୀତକାଳିନ ଉଡ଼ାଣ ସମୟ ସାରଣୀ ଘୋଷଣା ହୋଇଛି । ଶୀତକାଳୀନ ସାରଣୀରେ ଝାରସୁଗୁଡ଼ା-ବେଙ୍ଗଲୁରୁ ବିମାନ ନଥିବା ଜଣାପଡ଼ିଛି । ଶୀତକାଳୀନ ସାରଣୀରେ ସ୍ଥାନ ପାଇବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିଲା । ଝାରସୁଗୁଡ଼ା ବିମାନ ବନ୍ଦର ନିର୍ଦ୍ଦେଶକ ସୁଦେଶ ଚୌହ୍ୱାନ ଏନେଇ ସୂଚନା ଦେଇଛନ୍ତି । ଖୁବଶୀଘ୍ର କୋଲକାତା ଓ ବେଙ୍ଗଲୁରୁକୁ ସିଧାସଳଖ ବିମାନ ଉଡ଼ିବ ବୋଲି ଜଣାପଡ଼ିଛି । ଅକ୍ଟୋବର ୨୭ରୁ ମାର୍ଚ୍ଚ ୨୮ ଯାଏ ଶୀତକାଳୀନ ସାରଣୀ ହୋଇଥାଏ । ଏହାସହ ଝାରସୁଗୁଡ଼ା- ଭୁବନେଶ୍ୱର ବିମାନ ଉଡ଼ାଣ ସମୟରେ ପରିବର୍ତ୍ତନ ହୋଇଛି । ଝାରସୁଗୁଡ଼ାରେ ଦିନ ୧୦ଟା ୫ମିନିଟ ପରିବର୍ତ୍ତନ ହୋଇ ୧୦ଟା ୩୦ରେ ପହଞ୍ଚିବ । ଝାରସୁଗୁଡ଼ାରୁ ଭୁବନେଶ୍ୱରକୁ ଦିନ ୧୦ଟା ୫୫ମିନିଟରେ ଛାଡ଼ିବ । ଝାରସୁଗୁଡ଼ା-ନୂଆଦିଲ୍ଲୀ ବିମାନ ଉଡ଼ାଣ ସମୟରେ ମଧ୍ୟ ପରିବର୍ତ୍ତନ ହୋଇଛି । ଝାରସୁଗୁଡ଼ାରେ ଅପରାହ୍ନ ୩ଟାରେ ପହଞ୍ଚି ୩ଟା ୩୦ରେ ଛାଡ଼ିବ ।
#bhubaneswar #DGCA #winter #flights #odianewslive #jharshuguda_bengaluru #timetable #kolkata #announcement #odisha #India @odianewslive

10/23/2019, 8:19:53 PM