OdishaBJD images

Discover Best OdishaBJD Images of World

#food #travel #sports #news #may #thursday

ମାହାଙ୍ଗାବାସୀଙ୍କ ସମୃଦ୍ଧିକୁ ସଦା ସର୍ବଦା ଧ୍ୟାନ ଦେଉଥିବା ସଭିଙ୍କ ପ୍ରିୟ ନେତା ପ୍ରତାପ ବାବୁ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/16/2024, 10:52:44 AM

ସମର୍ପିତ ସେବକ - ଅଙ୍କିତ ପ୍ରତାପ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/16/2024, 10:52:44 AM

#ଭଦ୍ରକ_ନିର୍ବାଚନ_ମଣ୍ଡଳୀ ଧନ୍ୟବାଦ ବେନ୍ତାଳ ଗ୍ରାମପଞ୍ଚାୟତ। 🙏 ଗତ କାଲି ଭଦ୍ରକ ବ୍ଲକ ବେନ୍ତାଳ ଗ୍ରାମପଞ୍ଚାୟତ କେଶପୁର ପଡ଼ିଆଠାରେ ବିଶାଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବିକାଶ ଅଭିମୁଖୀ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଭଦ୍ରକର ସର୍ବାଙ୍ଗୀନ ଉନ୍ନତି ପାଇଁ ଯୋଡି ଶଙ୍ଖରେ ଆଶୀର୍ବାଦ କରିବାକୁ ସମସ୍ତ ଜନତାଙ୍କୁ ନିବେଦନ କଲି । @naveen_odisha @bijujanatadal_odisha #BJDStandsWithOdisha #BJD4Odisha #NabinOdisha #BijuJanataDalOdisha #BJDWithOdisha #JodiShankha #nabinpattnaik #BijuJanataDal #OdishaBJD

5/16/2024, 10:32:34 AM

#ଭଦ୍ରକ_ନିର୍ବାଚନ_ମଣ୍ଡଳୀ ଆଜି ପୁରୁଣା ବଜାର ୟୁଥ୍ ମାସ ପକ୍ଷରୁ ଆୟୋଜିତ ଅଲ୍ ଇଣ୍ଡିଆ ଇକ୍ରାମୂଲ୍(ଜୂଲୁ) ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଉଭୟ ଦଳର ଖେଳାଳିଙ୍କୁ ଉତ୍ସାହିତ କରିବା ସହିତ ବିଜୟ ହୋଇଥିବା ଦଳକୁ ଅଭିନନ୍ଦନ ଜଣାଇବା ସହ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଲି, ଏହି ସୁନ୍ଦର ଟୁର୍ନାମେଣ୍ଟ ଆୟୋଜନ କରିଥିବା ସମସ୍ତ କର୍ମ କର୍ତ୍ତାଙ୍କୁ ଆନ୍ତରିକ ଧନ୍ୟବାଦ। 🏆 @naveen_odisha #NabinOdisha #BJD4Odisha #BijuJanataDal #JodiShankha #BJDWithOdisha #BijuJanataDalOdisha #BJDStandsWithOdisha #OdishaBJD #nabinpattnaik #footballseason

5/15/2024, 5:58:45 PM

ଜନତାଙ୍କ ସମର୍ଥନ ନେଇ ନିର୍ବାଚନୀ ଯୁଦ୍ଧ ଲଢିବାକୁ ପ୍ରସ୍ତୁତ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/15/2024, 11:42:11 AM

ସାରା ଓଡିଶା ଦେଖିଲା ଏମିତି ଶୋଭାଯାତ୍ରା, ଏତେ ସମର୍ଥନ . . . . ଆମ ମାଟିର ପୁଅ ଅଙ୍କିତ ପ୍ରତାପଙ୍କ ପାଇଁ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/15/2024, 11:41:29 AM

ମାହାଙ୍ଗାରେ ପିଲାରୁ ବୃଦ୍ଧା ସଭିଙ୍କର ହେବ ଉନ୍ନତି . . . ଅଙ୍କିତ ପ୍ରତାପ ଦେଇଛନ୍ତି ଏହି ପ୍ରତିଶୃତି. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/15/2024, 11:40:56 AM

ଦିନ-ରାତି ଏକ କରି,ମାହାଙ୍ଗାବାସୀଙ୍କ ଉନ୍ନତି ପାଇଁ କାମ କରୁଥିବା ଦରଦୀ ମଣିଷ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/15/2024, 11:40:24 AM

କର୍ମ ଏବଂ ସେବାରେ ବିଶ୍ବାସ କରୁଥିବା ବ୍ୟକ୍ତିତ୍ବ - ଅଙ୍କିତ ପ୍ରତାପ ଜେନା. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/15/2024, 11:39:55 AM

ଦୀର୍ଘ 15 ବର୍ଷ ଧରି ପିତା ପ୍ରତାପ ଜେନା ମାହାଙ୍ଗାବାସୀଙ୍କ ସେବା କରୁଥିବାର ସେ ଦେଖିଛନ୍ତି, ସେଥିପାଇଁ ତ ରାଜନୀତିକୁ ଆସିବା ପୂର୍ବରୁ ବି ଜନସେବାକୁ ଦେଉଥିଲେ ପ୍ରାଧାନ୍ୟ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/15/2024, 9:12:36 AM

ବାଲିଆପାଳ ବ୍ଲକ ଚଉମୁଖ ପଞ୍ଚାୟତରେ ଆୟୋଜିତ କର୍ମୀ ସମ୍ମିଳନୀରେ ମଙ୍ଗଳବାର ଯୋଗ ଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @naveen_odisha ଙ୍କ ନେତୃତ୍ୱରେ ସମୃଦ୍ଧ ଓ ବିକଶିତ ବସ୍ତା - ବାଲିଆପାଳ ଗଠନ ଦିଗରେ ସଭିଙ୍କର ସହଯୋଗ ଲୋଡ଼ିବା ସହ ଆମ ମାଟିର ସ୍ୱାଭିମାନର ଏ ଲଢ଼େଇରେ ଆସନ୍ତା ଜୁନ ୧ ତାରିଖରେ ଦୁଇ ଥର ଶଙ୍ଖ ଚିହ୍ନରେ ଭୋଟ ଦେବା ପାଇଁ ଆଶୀର୍ବାଦ ଭିକ୍ଷା କରିଥିଲି । #NaveenOdisha #MoSarakar5T #5T #AmaOdishaNaveenOdisha #ProudOfNaveenOdisha #ShankhaMoGarba #BijuJanataDal #BJDStandsWithOdisha #OdishaBJD #BJD #CMOodisha #BJDITwing #bjddigitalwing

5/15/2024, 8:07:16 AM

#ଶୁଭ_ବିବାହ ବାଲିଆପାଳ ବ୍ଲକ ବଡ଼ାଶ ପଞ୍ଚାୟତ ଗୋପୀନାଥପୁର ଗ୍ରାମ ନିବାସୀ ଶ୍ରୀଯୁକ୍ତ ବିଷ୍ଣୁ ମୋହନ ଦାସଙ୍କ ସୁପୁତ୍ରଙ୍କ ଶୁଭ ବିବାହ ପରିପ୍ରେକ୍ଷୀରେ ଆଜି ତାଙ୍କ ବାସଭବନରେ ପହଞ୍ଚି ନବଦମ୍ପତି ଅଭିଜିତ ଏବଂ ରୋଜାଲିନଙ୍କୁ ଶୁଭାଶୀର୍ବାଦ ପ୍ରଦାନ କଲି । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଉଭୟଙ୍କ ସୁଖମୟ ଦାମ୍ପତ୍ୟ ଜୀବନ କାମନା କରୁଛି । #HappyMarriedLife #NaveenOdisha #BijuJanataDal #BJDStandsWithOdisha #OdishaBJD #BJD #CMOodisha #BJDITwing #BJDDigitalWing #Basta #Baliapal

5/14/2024, 2:56:09 PM

ମାହାଙ୍ଗା ପାଇଁ, ଅଙ୍କିତ ଭାଇ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/14/2024, 11:49:29 AM

ମାହାଙ୍ଗା ପାଇଁ, ଅଙ୍କିତ ଭାଇ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/14/2024, 11:48:55 AM

ମାହାଙ୍ଗାବାସୀଙ୍କ ପାଇଁ 15 ବର୍ଷ ଧରି ସମର୍ପିତ ଭାବେ କାମ କରିଆସୁଥିବା ସଭିଙ୍କ ପ୍ରିୟ ନେତା ପ୍ରତାପ ଜେନା. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/14/2024, 11:24:34 AM

ରାଜନୀତିର ଯୁଦ୍ଧ ଲଢିବାକୁ ପ୍ରସ୍ତୁତ ମାହାଙ୍ଗା ମାଟିର ପୁଅ ଅଙ୍କିତ ପ୍ରତାପ, ସଭିଙ୍କ ବିପୁଳ ସମର୍ଥନରେ ବିଜୟ ହେବ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/14/2024, 11:24:06 AM

ଅଙ୍କିତ ପ୍ରତାପଙ୍କ ମୁଣ୍ଡ ଉପରେ ଅଛି ମାହାଙ୍ଗାବାସୀଙ୍କ ହାତ, ନିର୍ଦ୍ବନ୍ଦରେ ତାଙ୍କର ବିଜୟ ହେବ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/14/2024, 11:23:34 AM

ନାମାଙ୍କନ ନୁହେଁ ଏଇଠୁ ପଡିଲା ମୂଳଦୁଆ, ମାହାଙ୍ଗାରେ ବିକାଶ ହେବ ଦୁଇ ଗୁଣା. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/14/2024, 11:22:31 AM

ପଛଘୁଞ୍ଚା ନାହିଁ ବୀରର ଜାତକେ . . . .. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/14/2024, 10:06:05 AM

ଆପଣଙ୍କ ଆଖି ସାମ୍ନାରେ ମାହାଙ୍ଗା ବିଧାୟକ ପ୍ରାର୍ଥୀ ଅଙ୍କିତ ପ୍ରତାପ ଜେନାଙ୍କ ନାମାଙ୍କନ ଭରିବାର ଚିତ୍ର . . . .ଆଜିଠୁ ବିଧିବଦ୍ଧ ଭାବେ ଆରମ୍ଭ ହେଲା ମାହାଙ୍ଗା ବିକାଶର ଦିନ . #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/14/2024, 8:52:46 AM

ଆଜି ତା: ୧୩-୦୫-୨୦୨୪ #ଭଦ୍ରକ_ନିର୍ବାଚନ_ମଣ୍ଡଳୀ ଧନ୍ୟବାଦ କୁରକୁରା ପଞ୍ଚାୟତ।🙏 ଭଦ୍ରକ ବ୍ଲକ, କୁରକୁରା ପଞ୍ଚାୟତର ସମସ୍ତ ସଶକ୍ତ ଗୁରୁଜନ, ମା' ଭଉଣୀ ଓ ଯୁବକ ବନ୍ଧୁଙ୍କୁ ନେଇ ବିଜୁ ଜନତା ଦଳ ତରଫରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାକୁ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ସଦା ସର୍ବଦା ପ୍ରଚେଷ୍ଠା କରି ଚାଲିଛନ୍ତି ଆମ ସମସ୍ତଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ତାଙ୍କରି ହାତମୁଠାକୁ ଟାଣ କରି, ଲୋକାଭିମୁଖୀ ଯୋଜନା ଏବଂ ତାହାର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥିତ ଅଞ୍ଚଳବାସୀଙ୍କୁ ଅବଗତ କରାଇ, ଆଗାମୀ ଲୋକସଭା ଓ ବିଧାନସଭା ନିର୍ବାଚନ ରେ ସମସ୍ତଙ୍କ ସହଯୋଗ ଏବଂ ଆଶୀର୍ବାଦ ଭିକ୍ଷା କଲି। 🙏 #NabinOdisha #BijuJanataDalOdisha #BJDStandsWithOdisha #OdishaBJD #BJD4Odisha #bijulovers #Vote_for_Development #vote_for_prafulla_samal @naveen_odisha @bijujanatadal_odisha

5/13/2024, 7:29:31 PM

ଅଙ୍କିତ ପ୍ରତାପ ନାମାଙ୍କନ ଭରିଲେ, ଆମ ସେବା ପାଇଁ ସଚ୍ଚୋଟ ସେବକ ମିଳିଲେ #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/13/2024, 3:12:56 PM

ରାଜନୈତିକ ଦୃଷ୍ଟିରେ ଆଜି ସେ ନାମାଙ୍କନ ଭରୁଛନ୍ତି, କିନ୍ତୁ ପ୍ରକୃତରେ ସେ ମାହାଙ୍ଗାବାସୀଙ୍କ ସେବା ପାଇଁ ଆଜି ଠାରୁ ବିଧିବଦ୍ଧ ଭାବେ ଶପଥ ନେଉଛନ୍ତି. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/13/2024, 7:30:22 AM

ନାମାଙ୍କନ ପାଇଁ ମାହାଙ୍ଗାବାସୀ ଦେଉଛନ୍ତି ଆଶୀର୍ବାଦ . . . .ଅଙ୍କିତ ପ୍ରତାପଙ୍କ ବିଜୟ ପାଇଁ ଏହି ଆଶୀର୍ବାଦ ହିଁ ଯଥେଷ୍ଟ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/13/2024, 7:29:58 AM

ଆପଣମାନଙ୍କ ସେବକ ହୋଇ ସାରା ଜୀବନ ଆପଣଙ୍କ ସେବା କରିବାକୁ ପ୍ରସ୍ତୁତ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/12/2024, 1:13:01 PM

ଶଙ୍ଖ ଚିହ୍ନ ବିକାଶର ଚିହ୍ନ,ଅଙ୍କିତ ଭାଇ ମାହାଙ୍ଗା ପାଇଁ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/12/2024, 1:11:59 PM

ଆଜି ବାଲିଆପାଳ ବ୍ଲକ ବଡ଼ାଶ ପଞ୍ଚାୟତର ସମସ୍ତ ସଶକ୍ତ ଗୁରୁଜନ, ମା’ ଭଉଣୀ ଓ ମୋର ଯୁବକ ବନ୍ଧୁଙ୍କୁ ନେଇ ଆୟୋଜିତ କର୍ମୀ ସମ୍ମିଳନୀ ତଥା ନିର୍ବାଚନୀ ସଭାରେ ଯୋଗ ଦେଇଥିଲି । ଓଡ଼ିଶାକୁ ପ୍ରଗତିର ଶୀର୍ଷ ସ୍ଥାନରେ ପହଞ୍ଚାଇବାକୁ ସଦା ସର୍ବଦା ପ୍ରଚେଷ୍ଠା କରିଚାଲିଛନ୍ତି ଆମ ସମସ୍ତଙ୍କ ପ୍ରିୟ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ @naveen_odisha । ତାଙ୍କରି ହାତମୁଠାକୁ ଟାଣ କରି, ଲୋକାଭିମୁଖୀ ଯୋଜନା ଏବଂ ତାହାର କାର୍ଯ୍ୟକାରିତା ସମ୍ପର୍କରେ ଉପସ୍ଥିତ ଆମ ଅଞ୍ଚଳବାସୀଙ୍କୁ ଅବଗତ କରାଇ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କ୍ରମାଗତ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରାଇବାକୁ ସମସ୍ତଙ୍କୁ ଆହ୍ଵାନ କଲି । ଏହାସହ ଆସନ୍ତା ଜୁନ ୧ ତାରିଖରେ ମୋତେ ଏବଂ ଆମ ସାଂସଦ ପ୍ରାର୍ଥିନୀ ଶ୍ରୀମତୀ ଲେଖାଶ୍ରୀ ସାମନ୍ତସିଂହାରଙ୍କୁ ଦୁଇଥର ଶଙ୍ଖ ଚିହ୍ନରେ ବଟନ୍ ଦବାଇ ଜୟଯୁକ୍ତ କରାଇବାକୁ ସମସ୍ତଙ୍କ ସହଯୋଗ ଏବଂ ଆଶୀର୍ବାଦ ଭିକ୍ଷା କଲି । ଏହି ଅବସରରେ ବାଲେଶ୍ଵରର ମାନ୍ୟବର ପୂର୍ବତନ ସାଂସଦ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଜେନାଙ୍କ ସମେତ ବାଲିଆପାଳ ବ୍ଲକ ସଭାପତି, ପୂର୍ବତନ ବାଲିଆପାଳ ବ୍ଲକ ଅଧ୍ୟକ୍ଷ, ପ୍ରତାପପୁର ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି, ଜିଲ୍ଲା ଯୁଗ୍ମ ସମ୍ପାଦକ, ଜିଲ୍ଲା ଛାତ୍ର ସଭାପତି, ପଞ୍ଚାୟତର ନେତୃବୃନ୍ଦ ଓ କର୍ମୀ ଉପସ୍ଥିତ ଥିଲେ । #NaveenOdisha #ShankhaMoGarba #BijuJanataDal #BJDStandsWithOdisha #OdishaBJD #BJD #Basta #Baliapal #Balasore

5/11/2024, 7:47:55 PM

ନାମାଙ୍କନ ଶୋଭାଯାତ୍ରାରେ ଆପଣଙ୍କ ଉପସ୍ଥିତ ଓ ଆଶୀର୍ବାଦ ନିତ୍ୟାନ୍ତ ଆବଶ୍ୟକ ଆସିବେ ନିଶ୍ଚୟ……. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/11/2024, 6:38:10 PM

ନାମାଙ୍କନ ଶୋଭାଯାତ୍ରାରେ ଆପଣଙ୍କ ଉପସ୍ଥିତ ଓ ଆଶୀର୍ବାଦ ନିତ୍ୟାନ୍ତ ଆବଶ୍ୟକ ଆସିବେ ନିଶ୍ଚୟ……. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/11/2024, 6:36:56 PM

ବଢୁଛି ମାହାଙ୍ଗା ବିଜେଡିର ବଳ,ପ୍ରତାପ ବାବୁଙ୍କ ନିତି ଆଦର୍ଶରେ ଅନୁପ୍ରାଣିତ ହୋଇ ଅନ୍ୟ ଦଳର କର୍ମୀ ଦେଉଛନ୍ତି ବିଜେଡିରେ ଯୋଗ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/11/2024, 6:19:47 PM

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ହେବ ଉଜ୍ଜଳ ମାହାଙ୍ଗାରେ ଏଥର ପୁଣି ବିଜୁ ଜନତା ଦଳ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/11/2024, 11:41:26 AM

ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ହେବ ଉଜ୍ଜଳ ମାହାଙ୍ଗାରେ ଏଥର ପୁଣି ବିଜୁ ଜନତା ଦଳ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/11/2024, 11:40:41 AM

ଗରିବଙ୍କ ସବୁ ସ୍ବପ୍ନ ହେଉଛି ପୂରଣ ରାଜ୍ୟରେ ନବୀନ ବାବୁ ଆଉ ମାହାଙ୍ଗାରେ ଏଥର ଅଙ୍କିତ ଭାଇ କଣ ଆପଣ ମାନେ ଖୁସି ତ.... #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/11/2024, 7:40:38 AM

ପ୍ରଗତିର ଗତି ବଢେଇବା ପାଇଁ ଆମ ସାଙ୍ଗେ ସାମିଲ ହୁଅନ୍ତୁ,ମାହାଙ୍ଗା ମୋ ଘର ଆଉ ଆପଣମାନେ ମୋ ପରିବାର।. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/11/2024, 7:40:00 AM

ଏ ଶୋଭାଯାତ୍ରା କେବଳ ମୋର ନୁହେଁ,ଏ ହଉଛି ଆପଣଙ୍କର ବିକାଶର ଯାତ୍ରା,ଆସନ୍ତୁ.. ମତେ ଆପଣଙ୍କ ସେବା କରିବାର ସୁଯୋଗ ଦିଅନ୍ତୁ।. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/11/2024, 7:39:34 AM

ମାହାଙ୍ଗାବାସୀ ହିଁ ତାଙ୍କ ଅସଲି ବଳ, ତାଙ୍କୁ ନେଇ ଲଢିବେ ଅଙ୍କିତ ନିର୍ବାଚନୀ ଯୁଦ୍ଧ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 11:41:31 AM

ମାହାଙ୍ଗାକୁ ସମୃଦ୍ଧି ପଥରେ ଆଗେଇ ନେବାକୁ ସେ ନେଇଛନ୍ତି ଦୃଢ ପ୍ରତିଜ୍ଞା. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 11:40:44 AM

ଆମ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳର ଦିନ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଭିନନ୍ଦନ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 8:34:54 AM

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 8:31:34 AM

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 8:29:19 AM

ଆମ ଚାଷୀ ଭାଇଙ୍କ ଅକ୍ଷିମୁଠି ଅନୁକୂଳର ଦିନ, ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଅଭିନନ୍ଦନ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 8:28:59 AM

ସେ କେବେ ଥକି ନାହାନ୍ତି କି କେବେ କୁଣ୍ଠାବୋଧ କରିନାହାନ୍ତି, ସେ ସବୁବେଳେ ମାହାଙ୍ଗାବାସୀଙ୍କ ସେବା ପାଇଁ ଅଛନ୍ତି. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 7:36:02 AM

କେବଳ ଜନ ସମର୍ଥନ ନୁହେଁ, ଜନତାଙ୍କ ପ୍ରଗାଢ ଭଲପାଇବା ବି ଅଛି. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 7:09:17 AM

ନଗସପୁର କର୍ମୀ ସମାବେଶର ଆପଣ ମାନକଂ ସମର୍ଥନ ପାଇଁ ଅଶେଷ ଧନ୍ୟବାଦ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 5:37:43 AM

ଭଉଁରିଆ କ୍ରିକେଟ ମ୍ୟାଚରେ ମାହାଗାଂ ବିଧାୟକ ପ୍ରାର୍ଥୀ ଅକିଂତ ପ୍ରତାପ ଜେନା. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/10/2024, 5:36:50 AM

ଆପଣ ମାନଙ୍କ ଆଶ୍ରିବାଦ୍ ହେଲେ ବେଗୁନିଆ ବୋଲଗଡ ବିକାଶର ରଥ ଆହୁରି ଦୃତ ଗତିରେ ମାଡ଼ିଚାଲିବ Vote For Pradeep Sahoo 💚 🐚💚Vote For pradeep sahoo 💚🐚💚 Pradeep Sahoo Fan Club #NaveenOdisha #BJDStandsWithOdisha #BijuJanataDalOdisha #NaveenPatnaik #OdishaBJD #BJD #CMOodisha #BJDITwing #BJDDigitalWing #ପ୍ରଦୀପ_କୁମାର_ସାହୁ

5/9/2024, 8:30:31 PM

ସବୁ ଅସମ୍ଭବ ସମ୍ଭବ ହୋଇଛି., ମାହାଙ୍ଗା ଆଜି ହସୁଛି . . .କେବଳ ପ୍ରତାପ ବାବୁଙ୍କ ପାଇଁ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/9/2024, 7:46:10 AM

ନୂତନ ଓ ବିକଶିତ ମାହାଙ୍ଗା ଗଢିବାକୁ ସେ ପ୍ରସ୍ତୁତ . . .ଆପଣମାନଙ୍କ ଆଶୀର୍ବାଦ ହି ଯଥେଷ୍ଟ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/9/2024, 7:45:53 AM

ସବୁ ଅସମ୍ଭବ ସମ୍ଭବ ହୋଇଛି., ମାହାଙ୍ଗା ଆଜି ହସୁଛି . . .କେବଳ ପ୍ରତାପ ବାବୁଙ୍କ ପାଇଁ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/9/2024, 7:45:01 AM

ନୂତନ ଓ ବିକଶିତ ମାହାଙ୍ଗା ଗଢିବାକୁ ସେ ପ୍ରସ୍ତୁତ . . .ଆପଣମାନଙ୍କ ଆଶୀର୍ବାଦ ହି ଯଥେଷ୍ଟ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/9/2024, 7:44:03 AM

ସବୁ ଅସମ୍ଭବ ସମ୍ଭବ ହୋଇଛି., ମାହାଙ୍ଗା ଆଜି ହସୁଛି . . .କେବଳ ପ୍ରତାପ ବାବୁଙ୍କ ପାଇଁ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/9/2024, 7:42:38 AM

ନୂତନ ଓ ବିକଶିତ ମାହାଙ୍ଗା ଗଢିବାକୁ ସେ ପ୍ରସ୍ତୁତ . . .ଆପଣମାନଙ୍କ ଆଶୀର୍ବାଦ ହି ଯଥେଷ୍ଟ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/9/2024, 7:42:22 AM

ସଭିଙ୍କ ପ୍ରିୟ ପ୍ରତାପ ଜେନା, ତାଙ୍କ ଜନସେବା ହିଁ ଦେଇଛି ତାଙ୍କୁ ଏକ ଭିନ୍ନ ପରିଚୟ. #ankitpratapjena #pratapjena #mahanga #odisha #mahangabjd #odishabjd #naveenodisha #sankhaodisha

5/9/2024, 7:42:04 AM