balasoreDM images

Discover Best balasoreDM Images of World

#food #travel #sports #news #may #saturday

Facebook link https://www.facebook.com/share/p/cw2GpSvXRGvZ4zSr/?mibextid=ZbWKwL #mu tumara sathi #socialwork #sonusood #odisha #baleswar #remuna #badapal #barbank #CMOdisha #Vkpandian4Odisha #5t #modified #PMOIndia #presidentsclub #balasoreDM #dmbalasore #samajsevi #baleswarsamajsevi #remunasamajsevi #rajendrakumardas #samajsevirajendrakumardas ରେମୁଣା ବ୍ଲକ୍ ରେ ବଡପାଳ ପଞ୍ଚାୟତର ବର୍ ବାଙ୍କ ଗ୍ରାମରେ ରଜନୀକାନ୍ତ ପରିଡ଼ା ଘର ବିଦ୍ୟୁତ୍ ସିର୍କିଟ୍ ରେ ପୋଡ଼ି ପାଉଁଶ ହୋଇଗଲା l ମୁଁ ତୁମର ସାଥୀ ପରିବାର ତରଫରୁ କିଛି ସହାୟତା କରିଲୁ l

3/5/2024, 6:13:26 AM

ଆଜି ମୁଁ ଠାକୁର୍ ଭାଇ (ଠାକୁର୍ ରଞ୍ଜିତ ଦାସ) କ ପ୍ରତ୍ୟକ୍ଷ ତତ୍ଵାବଧାନ ଓ ଉଦ୍ୟମରେ ରେ ଅମା ଗ୍ରାମ ପର୍ବତିପୂର୍ ରାସ୍ତା ଯାହାକି ଶ୍ୟାସୁନ୍ଦରପୁର ପଞ୍ଚାୟତ ପର୍ବତୀପୁର ରୁ ଗଣ୍ଡିବେଡ୍ ବଜାର ସହ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଦୀର୍ଘ ଦିନ ହେବ ଗର୍ତ୍ତ ହୋଇ ପାଣି ଜମୀ ରହିଥିଲା ସ୍ଥାନୀୟ ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧି ମାନକ ଚରମ ଅବହେଳା କାରଣରୁ ଦୈନ ଦିନ ସୁଲ ଯା ଆସ କରୁଥିବା ଛାତ୍ର ଛାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ ତା ସହିତ ମହିଳା ,ବୟସ୍କ ଗୁରଜନ ଓ ଯାନବାହାନ ଆଦି ଯାତାୟାତ ପାଇ ଅସୁବିଧା ହୋଇ ଆସୁଥିଲା। ବିଶେଷ କରି ଏହି ରାସ୍ତା ଦେଇ ଦୁଇଟି ସ୍କୁଲ୍ ପିଲା ଯିବା ସହିତ ୪ ଟି ଗ୍ରାମ ର ଲୋକେ ଯିବା ଆସିବା କରିଥାନ୍ତି । ବାରମ୍ବାର ଗ୍ରାମବାସୀଙ୍କ ଅଭିଯୋଗ ପରେ ଆଜି ଅନୁଧ୍ୟାନ କରି ବିଶେଷ ସମୟ ଦେଇ ସବୁ ଯୋଗାଡ କରି ଅସ୍ଥାୟୀ ସମାଧାନ ମିଳିତ ଉଦ୍ୟମ ଓ ଗ୍ରାମର ଗ୍ରାମବାସୀ , ଯୁବକ ମାନଙ୍କ ସହଯୋଗର ରେ ଏହିଭଳି ଏକ ମହତ୍ କାର୍ଯ୍ୟ ଅଳ୍ପ ସମୟରେ ଶେଷ କରିଥିଲୁ । ଆଗକୁ ସ୍ଥାନୀୟ ଜନ ପ୍ରତିନିଧି ଉକ୍ତ ସମସ୍ୟାକୁ ସ୍ଥାୟୀ ସମାଧାନ ଯଥା ଶୀଘ୍ର କରିବାକୁ ଧ୍ୟାନ ଦେବେ ବୋଲି ଆଶା କରାଯାଉଛି। #errajeshmohakud #thakurranjitdas #BaijayantaJayaPanda #aswanibaisnab #Golakmohapatra #DharmendraPradhan #BJPOdisha #BharatiyaJanataParty #NarendraModi #jagatprakashnanda #dmbalasore #balasoredm

10/7/2022, 3:50:45 AM