pandian images

Discover Best pandian Images of World

#food #travel #sports #news #may #monday

#childhoodmemories ♥️👼 💥𝓡𝓚𝓥💫 1_2_3 . . . . . . #childhood #pandian #selenophile #happyface #beyourself #babyboy #cute #trendingreels

5/6/2024, 9:17:22 AM

ଗଜପତି ଜିଲ୍ଲା ଗୁମା ବ୍ଲକ ଗାଇବା ପଞ୍ଚାଯତର ବାଡିଗମ ଗ୍ରାମରେ ଆଦିବାସି ମାନଙ୍କ ସଭାରେ ସଭା ହୋଇଥିଲା । ଉକ୍ତ ସଭାରେ ଯୋଗଦେଇ ବିଧାୟକ ପ୍ରାର୍ଥୀ ଇଂ ରୂପେଶ ପାଣିଗ୍ରାହୀ ତାଙ୍କ ଅଭିଭାଷଣରେ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମ, କୃଷୀୟ ବଳିଦାନ, ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ଯୁବ ବିଜେଡି ଉପସଭାପତି ଇଂ ରୂପେଶ ପାଣିଗ୍ରାହୀ ଖ୍ରୀଷ୍ଟିଆନ ଭାଇ ଭଉଣୀମାନଙ୍କ ଆଧ୍ୟାତ୍ମିକ ଓ ସାମାଜିକ ଜୀବନ ଅନ୍ୟମାନଙ୍କ ପାଇଁ ପ୍ରେରଣା ପ୍ରଦାନ କରୁଥିବା କହିଥିଲେ । #YouthPower #NaveenPatnaik #like #share #viral #BJDOdisha #bjdgajapati #sports #youthleader #viral #leader #bijujanatadalparalakhemundi #socialactivities #naveenpatnaik #paralakhemundipost #pandian #Facebooking #healthcamp #healthcare #hitechmedicalcollege #amaodishanabinodisha #amaodisha #bjd #youth #naveenodisha

5/6/2024, 5:33:49 AM

ଗୁମା ବ୍ଲକର ପରିଚ୍ଛା ଗ୍ରାମ, ତୁମୁଳୁ ପଞ୍ଚାୟତର ତଳଭାଲ, ଯୋଡାସିଂ, ତରାଜସିଂ, କୁମୁଣ୍ଡିଆରେ ବିଜୁ ଜନତା ଦଳ ପକ୍ଷରୁ ବିଶାଳ ରାଲି ଦେଖିବାକୁ ମିଳିଛି । ଏହି ରାଲିରେ ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀ, ବିଜେଡିର ବରିଷ୍ଠ ନେତା ଓ ପ୍ରେମୀଙ୍କ ସମେତ ହଜାର ହଜାର ଯୋବଗୋଷ୍ଠୀମାନେ ସାମିଲ୍ ହୋଇଥିଲେ । ରୂପେଶ ଭାଇ ଜିନ୍ଦାବାଦ୍ ବିଜୁ ଜନତା ଦଳ ଜିନ୍ଦାବାଦ୍ ଓ ଶଙ୍ଖର ଶବ୍ଦ ଏହି ବ୍ଲକର ସବୁ ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଥିଲା । ରାସ୍ତାର ଚାରିପାଖରେ ମହିଳାମାନଙ୍କ ଠାରୁ ବୃଦ୍ଧ ପର୍ଯ୍ୟନ୍ତ ଭିଡ ଦେଖିବାକୁ ମିଳିଥିଲା । ଏହି ଅଞ୍ଚଳର ଯୁବଗୋଷ୍ଠୀ ଓ ଅନ୍ୟମାନେ ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତାଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣି କରି ବିପୁଳ ସଂଖ୍ୟାରେ ସମର୍ଥନ ଦେଇ ୬ଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ସଙ୍ଗେ ସଙ୍ଗେ ରୂପେଶ ଭାଇଙ୍କୁ ବିପୁଳ ସଂଖ୍ୟାରେ ଜିତାଇବେ ବୋଲି ସଂକଳ୍ପ ନେଇଛନ୍ତି । #YouthPower #NaveenPatnaik #like #share #viral #BJDOdisha #bjdgajapati #sports #youthleader #viral #leader #bijujanatadalparalakhemundi #socialactivities #naveenpatnaik #paralakhemundipost #pandian #Facebooking #healthcamp #healthcare #hitechmedicalcollege #amaodishanabinodisha #amaodisha #bjd #youth #naveenodisha

5/6/2024, 5:13:18 AM

ନିର୍ବାଚନ ଆଉ କେତେ ଦିନ ବାକିଥିବା ବେଳେ ବିଜୁ ଜନତାଦଳରେ ମିଶ୍ରଣ ପର୍ବ ବଢ଼ିବାରେ ଲାଗିଛି । ଆଜି କାଶିନଗର ଏନଏସି ଅଧ୍ୟକ୍ଷା ସୁଧାରାଣୀ ବିଜେପି ଛାଡି ବିଜେଡିରେ ମିଶିଛନ୍ତି । ଏହି ମିଶ୍ରଣ ପର୍ବରେ ହାଇଟେକ ଗ୍ରୁପ ଅଧ୍ୟକ୍ଷ ଡ. ତିରୁପତି ପାଣିଗ୍ରାହୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ, ପୂର୍ବତନ ବିଧାୟକ କେ. ସୁର୍ଯ୍ୟାରାଓ, ସମସ୍ତ ବ୍ଲକ ଅଧ୍ୟକ୍ଷଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟମାନେ ଉପସ୍ଥିତ ଥିଲେ । କିଛିଦିନ ହେବ ବ୍ଲକ ଅଧ୍ୟକ୍ଷା ସୁଧାରାଣୀ ବିଜେଡି ଛାଡି ବିଜେପିରେ ଥିଲେ । ବିଜୁ ଜନତା ଦଳର ବିକାଶମୂଳକ କାର୍ଯ୍ୟ ନଭୁଲି ଓ ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀଙ୍କ ଲୋକମାନଙ୍କ ପ୍ରତି ଥିବା ସେବାରେ ଅନୁପ୍ରାଣିତ ହୋଇ ସେ ଆଜି ବିଜେଡିରେ ମିଶିଛନ୍ତି । #bjd #YouthPower #NaveenPatnaik #like #share #viral #BJDOdisha #bjdgajapati #sports #youthleader #viral #leader #bijujanatadalparalakhemundi #socialactivities #naveenpatnaik #paralakhemundipost #pandian #Facebooking #healthcamp #healthcare #hitechmedicalcollege #amaodishanabinodisha #amaodisha #bjd #youth #naveenodisha

5/5/2024, 5:46:26 PM

Reel Pairs of #PandianStores2 #VijayTV! Comment ur Fav Pair❤️‍🔥😍.. பாண்டியன் ஸ்டோர்ஸ் 2 ( தந்தை சொல் மிக்க மந்திரம் இல்லை ) திங்கள்-சனி இரவு 08:00 மணிக்கு உங்கள் விஜய்டிவி ல் காணத்தவறாதீர்கள் #PS #PS2 #PandianStores #StarVijay #StarVijayTV #VijayTelevision #SenthilMeena #KathirRaji #TamilTV #VijayTVSerials #TamilTVSerials #TamilTelevision #Gomathi #Pandian #VjKathir #VasanthVasi #AkashPremKumar #HemaRajSathish #PandianStoresPromo #Trending #VijayTVPromo #StarTellyTamil #StarTellyTamilPromo #TrendingReels #ReDefiningEntertainment

5/5/2024, 4:20:59 PM

ପାରଳାଖେମୁଣ୍ଡି ସ୍ଥିତ ରାମନଗର ହାଇଟେକ ପ୍ଲାଜା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶକୁ ଅନୁପ୍ରାଣିତ କାଶିନଗର ବ୍ଲକ ଶିଆଳି ଗ୍ରାମପଞ୍ଚାୟତର ଶିଆଳି ଗ୍ରାମର ୩୦ରୁ ଉର୍ଦ୍ଧ ପରିବାର ବିଜେପି ଓ କଂଗ୍ରେସରୁ ଆସି ହାଇଟେକ ଗୃପ ଅଧ୍ୟକ୍ଷ ଡଃ ତିରୁପତି ପାଣିଗ୍ରାହୀ,ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିତୁପତି ରାଓ ଏବଂ ଲୋକସଭା ସାଂସଦ ପ୍ରାଥି ଶ୍ରୀ ଭୃଗୁବକ୍ସି ପାତ୍ରଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି । #YouthPower #NaveenPatnaik #like #share #viral #BJDOdisha #bjdgajapati #sports #youthleader #viral #leader #bijujanatadalparalakhemundi #socialactivities #naveenpatnaik #paralakhemundipost #pandian #Facebooking #healthcamp #healthcare #hitechmedicalcollege #amaodishanabinodisha #amaodisha #bjd #youth #naveenodisha

5/5/2024, 1:02:25 PM

ଆଜି କାଶିନଗର ବ୍ଲକ ଅନ୍ତର୍ଗତ ଅଲଡ଼ା ପଞ୍ଚାୟତରେ ବିଧାୟକ ପ୍ରାର୍ଥୀ ଇ. ରୂପେଶ ପାଣିଗ୍ରାହୀଙ୍କ ପାଇଁ ତାଙ୍କ ପରିବାର ପ୍ରଚାର ପ୍ରସାରକୁ ଜୋରଦାର କରିଛନ୍ତି । ପରିବାରଙ୍କ ମଧ୍ୟରେ ସାବିତ୍ରୀ ପାଣିଗ୍ରାହୀ, ମଧୁସ୍ମିତା ପାଣିଗ୍ରାହୀ, ଅଙ୍କିତା ପାଣିଗ୍ରାହୀଙ୍କ ସମେତ କାଶିନଗର ବ୍ଲକ ଅଧ୍ୟକ୍ଷ ବାଲା ସାଇଆମ୍ମା, କାଶିନଗର ଉପସଭାପତି ଏସ. କଲ୍ୟାଣୀ, ଜୋନ୍ ୧ ଜିଲ୍ଲାପରିଷଦ ରୋକମ ରାଜଲକ୍ଷ୍ମୀ, ସରପଞ୍ଚ, ସମିତିସଭ୍ୟ ଏବଂ ଓଲିଉଡ୍ କୁଇନ୍ ପ୍ରିୟା ଚୌଧୁରୀ ପଞ୍ଚାୟତର ଘରେ ଘରେ ବୁଲି ବିଜେଡି ଓ ବିଧାୟକ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ଭିକ୍ଷା କରୁଛନ୍ତି । ସମସ୍ତଙ୍କର ଭଲ ମନ୍ଦ ପଚାରି ବୁଝୁଛନ୍ତି । ଏଭଳି ଆତ୍ମିୟତା ଦେଖି ପଞ୍ଚାୟତର ପ୍ରାୟ ସମସ୍ତ ଯୁବଗୋଷ୍ଠୀ ଓ ମହିଳାମାନେ ଏହି ପ୍ରଚାରରେ ସାମିଲ ହୋଇଯାଇଛନ୍ତି । ପଞ୍ଚାୟତର ପ୍ରାୟ ଯୁବଗୋଷ୍ଠୀ ଓ ମହିଳାମାନେ ବିଜୁ ଜନତା ଦଳ ଓ ରୂପେଶ ଭାଇଙ୍କୁ ବିପୁଳ ସଂଖ୍ୟାରେ ବିଜୟୀ କରିବା ପାଇଁ ସଂକଳ୍ପ ନେଇଛନ୍ତି । #YouthPower #NaveenPatnaik #like #share #viral #BJDOdisha #bjdgajapati #sports #youthleader #viral #leader #bijujanatadalparalakhemundi #socialactivities #naveenpatnaik #paralakhemundipost #pandian #Facebooking #healthcamp #healthcare #hitechmedicalcollege #amaodishanabinodisha #amaodisha #bjd #youth #naveenodisha

5/5/2024, 12:36:06 PM

ମାନ୍ୟବର ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଗସ୍ତରେ ଆଜି ଆସିଥିଲେ । ବିଧାନସଭାର ଦୁଇ ବିଧାୟକ ପ୍ରାର୍ଥୀ ଇଂ. ରୂପେଶ ପାଣିଗ୍ରାହୀ ଓ ଅନ୍ତର୍ଜାମୀ ଗମାଙ୍ଗ, ଆଉ ଜଣେ ରାଜ୍ୟସଭା ସାଂସଦ ଭୃଗୁ ବକ୍ସିପାତ୍ର ବିଜୁ ଜନତାଦଳର ପ୍ରଚାର ପ୍ରସାର ପାଇଁ ନିର୍ବାଚନ ମଇଦାନକୁ ଆସିଥିଲେ । ଦଳର ସୁପ୍ରିମୋ ମାନ୍ୟବର ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ବିକାଶର ବାର୍ତ୍ତାକୁ ପ୍ରଚାର କରିଥିଲେ । ନବୀନ ବାବୁଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ନବୀନ ସ୍ଲୋଗାନ ଦେଇଥିଲେ । ଏହି ପ୍ରଚାର ମଇଦାନରେ ୫୦ ହଜାରରୁ ଅଧିକଲୋକଙ୍କର ସମାଗମ ହୋଇଥିଲା । #YouthPower #NaveenPatnaik #like #share #viral #BJDOdisha #bjdgajapati #sports #youthleader #viral #leader #bijujanatadalparalakhemundi #socialactivities #naveenpatnaik #paralakhemundipost #pandian #Facebooking #healthcamp #healthcare #hitechmedicalcollege #amaodishanabinodisha #amaodisha #bjd #youth #naveenodisha

5/4/2024, 6:06:18 PM

Nachiyaree 🤍 Dic👸🫀 . . . . . . . #love #sandiyar #virumpandi #pandian #tenkasi #like #post #instagram

5/4/2024, 5:13:41 AM

#natpu👬 #pandian #maravn💥🗡️🔰 #zamian

5/4/2024, 12:08:28 AM

*Silk cotton saree with temple silver jari border and it comes along with contrast matching blouse and pallu and silver jari buttahs beautifully woven allover the saree makes it simple and classic* *Price Rs.899 Freeshipping HURRY UP* 🎉How to order : 🌟*screenshot the Material 🌟*DM 🌟*Whatsapp: 9486491671. #Saree lovers #saree fashion #jeya_silks #Linen sarees #rhythm silks #pandian stores# #vijay tv serial saree# #saree collection #online sarees #saree from weavers #pure cotton saree# online shopping # shopping #shop local #dress #beauty #original thread sarees #shopping tamilnadu #women's fashion #womens #shopping #budget shopping #instore #festival wear #festival wear #designer #acctres Shurthi #suntvserialactress #thalatuserial #ponniserial #vijatv #zeetamil #teacherscollection #summercollections

5/3/2024, 2:57:07 PM

"A year ago, a beautiful star was born, and today, we celebrate her first sparkle. Happy birthday to our shining star!" #first #turns #one #Princess #pink #photobooth #games #disney #balloons #stage #cake #ideas #wedding #planner #flowers #decor #madurai #marriage #decoration #babyshower #wdc #event #decor #marriott #pandian #eventmangement #birthday

5/3/2024, 2:30:25 PM

My Son @elann_t has made me proud by giving me the opportunity in this film. After finishing his studies as an Aeronautical Engineer, in Just 1 year he got an opportunity to direct a film. My sincere thanks to all the cast and crew, Producer and @Kavin_m_0431 - Director #Elan's father & Actor #Pandian at #StarPressMeet! #STARfromMay10 #STAR#STARMOVIE#KAVIN #ELAN #YUVAN #KEY

5/3/2024, 9:41:50 AM

"A year ago, a beautiful star was born, and today, we celebrate her first sparkle. Happy birthday to our shining star!" #first #turns #one #Princess #pink #photobooth #games #disney #balloons #stage #cake #ideas #wedding #planner #flowers #decor #madurai #marriage #decoration #babyshower #wdc #event #decor #marriott #pandian #eventmangement #birthday

5/2/2024, 2:35:26 PM

Brahman 🦁 . . #ektabas #brahman #pandian #sher

5/2/2024, 6:32:22 AM