supportumaballavrath images

Discover Best supportumaballavrath Images of World

#food #travel #sports #news #may #monday

*"ନ୍ୟାୟ କୁ ବାଛନ୍ତୁ କଂଗ୍ରେସ କୁ ଭୋଟ ଦିଅନ୍ତୁ ଏବଂ ନିର୍ବାଚନ ରେ ବିପୁଳ ମାତ୍ରାରେ ଜୟଯୁକ୍ତ କରାନ୍ତୁ"।* #Congress #vote4umaballavrath #supportumaballavrath #Election2024 #puri #vote #congressguarantee

5/23/2024, 10:09:58 AM

" କଂଗ୍ରେସ ର ଗ୍ୟାରେଣ୍ଟି " #congressguarantee #umabhaina4puri #vote4umaballavrath #supportumaballavrath #Election2024

5/23/2024, 9:05:21 AM

Vote For Umaballav Rath #Election2024 #supportumaballavrath #puri #purisadar #CongressParty 🤚

5/22/2024, 9:12:15 PM

କାଲି ସନ୍ଧ୍ୟା ସମୟରେ ୱାର୍ଡ ପରିକ୍ରମା:- 7 ନଂ ୱାର୍ଡ ପରିକ୍ରମା କଲି। ସମସ୍ତଙ୍କୁ ଅନୁରୋଧ, ବିପୁଳ ମାତ୍ରା ରେ ସମର୍ଥନ କରି, ହାତ ଚିହ୍ନ ରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ। ଜୟ ଶ୍ରୀ ଜଗନ୍ନାଥ🙏🏻 #umabhaina4puri #supportumaballavrath #rally #Election2024 #puri #vote4umaballavrath

5/22/2024, 10:52:19 AM

କାଲି ସନ୍ଧ୍ୟା ସମୟରେ ୱାର୍ଡ ପରିକ୍ରମା:- 3,4,5,6 ୱାର୍ଡ ପରିକ୍ରମା କଲି। ସମସ୍ତଙ୍କୁ ଅନୁରୋଧ, ବିପୁଳ ମାତ୍ରା ରେ ସମର୍ଥନ କରି, ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାପାଇଁ। ଜୟ ଶ୍ରୀ ଜଗନ୍ନାଥ🙏🏻 #umabhaina4puri #vote4umaballavrath #supportumaballavrath #puripolitics #Election2024 #puri

5/21/2024, 9:20:00 AM

ଆଜି ସନ୍ଧ୍ୟା ସମୟରେ ୱାର୍ଡ ପରିକ୍ରମା:- ଅର୍ବାନ ହାଟ ପାଖରୁ ବାହାରି 25,26,27 ୱାର୍ଡ ପରିକ୍ରମା କରି 24 ନମ୍ବର ୱାର୍ଡ ର ତେଲୁଗୁ ବସ୍ତି, ପୋଲିସ କଲୋନୀ, ଉପର ମାଳି ସାହି ଏବଂ ତଳମାଳି ସାହି ଦେଇ ଡାକ୍ତରଖାନା ଛକ ପାଖରେ ଶେଷ ହେବ. ସମସ୍ତଙ୍କୁ ଅନୁରୋଧ ଏଥିରେ ବହୁ ସଂଖ୍ୟାରେ ଯୋଗ ଦିଅନ୍ତୁ ଏବଂ ଶେଷ ପର୍ଯ୍ୟନ୍ତ ରହନ୍ତୁ.ମଝିରୁ ଯାଆନ୍ତୁ ନାହିଁ । ଜୟ ଶ୍ରୀ ଜଗନ୍ନାଥ🙏🏻 #Election2024 #Vote4Change #vote4UmaRath #supportumaballavrath

5/19/2024, 3:37:16 PM

ଜୟ ଜଗନ୍ନାଥ 🙏🏻 ବାଲାଟ ସଂଖ୍ୟା:- ୧ ଚିହ୍ନ:- ✋ (ହାତ) ନାମ:- ଉମା ବଲ୍ଲଭ ରଥ ଆସ ସଭିଏଁ ଭୋଟ ଦେବା ଉମା ଭାଇ ଙ୍କୁ ଜିତେଇ ଦେବା। #vote4umarath #supportumaballavrath #Elections2024 #congress4puri #purisadar #puri #Vote4INDIA #Vote4Congress

5/19/2024, 10:53:02 AM

ଆପଣଙ୍କ ଆଶିର୍ବାଦ ଏବଂ ମୋରୋ ଦୃଢ ସଂକଳ୍ପ ନେଇ, ଏହି ନିର୍ବାଚନର ଲଢ଼େଇ ରେ ଆଗେଇ ଚାଲିଛି। ଏହା କେବଳ ମୋ ପାଇଁ ନିର୍ବାଚନ ନୁହେଁ ଏହା ମୋରୋ ଶ୍ରୀକ୍ଷେତ୍ର ବାସୀ ଙ୍କ ସ୍ୱାଭିମାନ ର ଲଢେଇ। ବାଲିପଦା ପଞ୍ଚାୟତ ଠାରେ ଗ୍ରାମବାସୀବୃନ୍ଦଙ୍କ ସହ ଏକ ମୁହୂର୍ତ୍ତ। #campgaine #village #puri #congress4puri #Elections2024 #purisadar #supportumaballavrath #vote4umarath

5/19/2024, 10:28:36 AM

ନୂଆ ପୁରୀ ଗଢିବାର ସଂକଳ୍ପ ନେଇ ଆଗେଇ ଚାଲିଛି, ଆପଣଙ୍କ ସମର୍ଥନ, ସହଯୋଗ ଓ ଆଶୀର୍ବାଦ ସାଥିରେ। ପୁରୀ ସହରର ୧୪,୧୮,୧୯ ଏବଂ ୨୦ନଂ ୱାର୍ଡରେ ପଦଯାତ୍ରା କରି ସାହି ବାସିନ୍ଦାଙ୍କୁ ଭେଟିବା ସହ, ସାହି ଲୋକଙ୍କ ପାଇଁ ସୁବ୍ୟବସ୍ଥା ଏବଂ ବିକାଶ ଉପରେ ଆଲୋଚନା କଲି।ଆଗାମୀ ସରକାର କଂଗ୍ରେସ ସରକାର ହେବ ଲୋକଙ୍କ ଅସୁବିଧା ଦୂର ହେବ, ତେଣୁ ବହୁଳ ପରିମାଣରେ ହାତ ଚିହ୍ନରେ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କଲି। #congress4puri #HaathBadlegaHalaat #padajatra #supportumaballavrath #vote4umarath #groundresponse

5/17/2024, 6:12:16 PM

ଆଜି ମୁଁ ପୁରୀ ସଦର ସ୍ଥିତ ସମଙ୍ଗରା, ମେଳଣ ପଡିଆ ଠାରେ ଅନୁଷ୍ଠିତ ସାଧାରଣ ସଭାରେ ଯୋଗଦାନ ଦେଲି। ଏହି ସଭାରେ ମୁଁ, ଭୂସମ୍ପତ୍ତି ସୁରକ୍ଷା ସଂଘର୍ଷ ସମିତି ଓ ବେଦାନ୍ତ ବିଶ୍ବବିଦ୍ୟାଳୟ ବିରୋଧୀ ସଂଘର୍ଷ ସମିତି ସହ ଆଲୋଚନା କଲି। #congress4puri #HaathBadlegaHalaat #supportumaballavrath #vote4umarath #purisadar #LandIssue #vedanta

5/17/2024, 12:28:23 PM

ପୁରୀ ସଦର ନିର୍ବାଚନମଣ୍ଡଳୀରେ ଥିବା ବାଲିପଦା ଗ୍ରାମ ର ଯୁବ ମଣ୍ଡଳୀଙ୍କ ଉତ୍ସାହ ଓ ଉଲ୍ଲାସ ଏଥର ପରିବର୍ତ୍ତନ ପାଇଁ ଥିବା ଅମାପ ସମର୍ଥନକୁ ପ୍ରତିଫଳିତ କରୁଛି। ଶ୍ରୀକ୍ଷେତ୍ର ମାଟିର ପୁଅକୁ ଆପଣମାନଙ୍କ ସେବା କରିବାର ସୌଭାଗ୍ୟ ପ୍ରଦାନ କରିବା ପାଇଁ ହାତ ଚିହ୍ନରେ ବିପୁଳ ସଂଖ୍ୟାରେ ଭୋଟ ଦେଈ ଜୟଯୁକ୍ତ କରନ୍ତୁ। #yuvashakti #election2024 #supportumaballavrath #purisadar #congress4puri #HaathBadlegaHalaat #vote4umarath #yuvasamilani

5/17/2024, 9:54:48 AM

ନୂଆ ପୁରୀ ଗଢିବାର ସଂକଳ୍ପ ନେଇ ଆଗେଇ ଚାଲିଛି, ଆପଣଙ୍କ ସମର୍ଥନ, ସହଯୋଗ ଓ ଆଶୀର୍ବାଦ ସାଥିରେ। କାଲି ସନ୍ଧ୍ୟାରେ ପୁରୀ ସହରର ୧୬ ଏଵଂ ୧୭ନଂ ୱାର୍ଡରେ ପଦଯାତ୍ରା କରି ସାହି ବାସିନ୍ଦା ଓ ଦୋକାନୀ ଭାଇ ଙ୍କୁ ଭେଟିବା ସହ ସାହିର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କଲି।ଆଗାମୀ ସରକାର କଂଗ୍ରେସ ସରକାର ହେବ ଲୋକଙ୍କ ଅସୁବିଧା ଦୂର ହେବ ତେଣୁ ବହୁଳ ପରିମାଣରେ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କଲି। #congress4puri #HaathBadlegaHalaat #puri #padajatra #supportumaballavrath #vote4umarath

5/16/2024, 9:36:41 AM

ପୁରୀ ଅନ୍ତର୍ଗତ ଗାଇଁଣ୍ଡଳ ଗ୍ରାମରେ ଅନୁଷ୍ଠିତ ବୈଠକରେ ସାମିଲ ହୋଇ, ଗ୍ରାମବାସୀବୃନ୍ଦଙ୍କ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କଲି । ଜୟ ଶ୍ରୀ ଜଗନ୍ନାଥ🙏🏻 #supportumaballavrath #purisadar #Election2024 #voteforchange2024 #congress4puri #HaathBadlegaHalaat #Vote4Congress #vote4umarath

5/15/2024, 5:20:08 PM

ଆଜି ମଧ୍ୟାହ୍ନରେ ମୁଁ ପୁରୀ ସଦର ନିର୍ବାଚମଣ୍ଡଳୀରେ ଥିବା ଭୁଆଁ ଗ୍ରାମର କର୍ମୀମାନଙ୍କ ସହ ବୈଠକରେ ଯୋଗଦାନ ଦେଲି। #supportumaballavrath #purisadar #congress4puri #Congress #voteforchange2024 #haathbadlegahalaat

5/15/2024, 4:58:34 PM

ପୁରୀ ସଦର ନିର୍ବାଚନମଣ୍ଡଳୀରେ ଥିବା ତଲଜଂଘ ଗ୍ରାମରେ ଏହି ଜନସମର୍ଥନ ପରିବର୍ତ୍ତନର ବଡ ସଙ୍କେତ ଦେଉଛି । ଓଡ଼ିଆ ର ଉନ୍ନତି,ନ୍ୟାୟ ଓ ଅଧିକାରର ଏହି ସଂଗ୍ରାମରେ ଗ୍ରାମବାସୀବୃନ୍ଦଙ୍କ ଉତ୍ସାହ ଓ ଜନସମର୍ଥନ ଅଭୂତପୂର୍ବ। #congress4puri #doortodoor #padajatra #purisadar #supportumaballavrath #voteforchange2024

5/15/2024, 10:24:10 AM

ଆଜି ମୁଁ ପୁରୀ ସ୍ଥିତ ଥିବା ନୀଳାଦ୍ରି କମ୍ପ୍ଲେକ୍ସ କୁ ଯାଇ ବ୍ୟବସାୟିକ ବନ୍ଧୁମାନଙ୍କ ସଂସ୍ପର୍ଶରେ ଆସି ତାଙ୍କ ସୁବିଧା, ଅସୁବିଧା ଜାଣିବା ସହ,ଏକ ଆଶ୍ଵସ୍ତିକର ଭାବ ଦେଇ ତାଙ୍କର ବିପୁଳ ମାତ୍ରାରେ ସମର୍ଥନ ଲୋଡା କରିଥିଲି। #haatbadlegahalaat #buisnessowner #congress4puri #puri #supportumaballavrath

5/14/2024, 4:33:10 PM

ଯୁବ ସାଙ୍ଗଠନିକ ଦଳୀୟ ଭାର କୁ ନେଇ ନିର୍ବାଚନ ସମୟର ମୋର କର୍ତ୍ତବ୍ୟ ପୁରୀ ର ଶ୍ରେଷ୍ଠ ସଂଗ୍ରାମୀ ବିଧାୟକ ପ୍ରାଥୀ ଶ୍ରୀଯୁକ୍ତ Uma Ballav Rath ଙ୍କ ଉଧେଶ୍ୟରେ ପୁରୀ ପୌରପାଳିକା ର “#୧ନମ୍ବର_ୱାର୍ଡ” ରେ ନିର୍ବାଚନୀ ପ୍ରଚାର ସହ ଲୋକଙ୍କ ଉଦେଶ୍ୟରେ ଉମା ଭାଇନା ଙ୍କୁ ଜିତେଇ ଆଣିବା ପାଇଁ #ସଂକଳ୍ପ_ସଭା ଆୟୋଜିତ ହୋଇଯାଇଛି। . . . #sankalpsamabesha #haatbadlegahalaat #vote4umaballavrath #supportumaballavrath #puriconstituency #wardno1 #purimuncipality

5/14/2024, 9:27:12 AM

ଆସ ମୋହର ମାରିବା ହାତରେ ଜାଗାବାଡି ସମସ୍ୟା ସମାଧାନ ହେବ ୧୦୦ ଦିନରେ #supportumaballavrath #VoteForChange #vote4umaballavrath #congress4puri #élection2024

5/14/2024, 8:49:41 AM

ପୁରୀଲୋକସଭା ସାରା ଆଜି ହୁଏ ଗୁଞ୍ଜରିତ, ଏଥର ଜିତିବେ ଆମ ଉମାବଲ୍ଲଭ ରଥ ଧରି ବିକାଶର ହାତ । #Election2024 #puri #haatbadlegahalaat #congress4puri #supportumaballavrath #vote4umaballavrath #voteforchange2024

5/13/2024, 3:05:17 PM

ଏ ଲଢେଇ ନିର୍ବାଚନର ନୁହେଁ, ଏ ଲଢେଈ ପୁରୀବାସୀଙ୍କ ହକ୍ ପାଇଁ ଶ୍ରୀକ୍ଷେତ୍ର ମାଟିର ସ୍ବାଭିମାନ ପାଇଁ। ଆପଣ ଙ୍କ ଆଶୀର୍ବାଦ ରହିଲେ ୧୦୦ ଦିନରେ ଜମିଜମା ସମସ୍ୟା ର ହେବ ସମାଧାନ। *ଉମାବଲ୍ଲଭ ରଥ କଂଗ୍ରେସ ବିଧାୟକ ପ୍ରାର୍ଥୀ, ପୁରୀ ନିର୍ବାଚନ ମଣ୍ଡଳୀ।* #haatbadlegahalaat #supportumaballavrath #vote4umaballavrath #congress4puri #puri #Election2024

5/13/2024, 8:47:24 AM

ପୁରୀ ସଦର ନିର୍ବାଚନ ମଣ୍ଡଳୀ ପାଇଁ ଚଳିତ ନିର୍ବାଚନରେ ଅବତୀର୍ଣ୍ଣ ସମସ୍ତ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରେ ଉମା ବଲ୍ଲଭ ରଥ ହିଁ ଶ୍ରେଷ୍ଠ ପ୍ରାର୍ଥୀ । ଦଳ ମତ ନିର୍ବିଶେଷରେ ଜଣେ ଦକ୍ଷ ପ୍ରାର୍ଥୀ ଭାବେ ତୃଣମୂଳ ସ୍ତରରେ ସେ ବେଶ୍ ଆଦୃତ । କୈାଣସି କାମ ଏକାକୀ କରିବା ଟିକିଏ କଷ୍ଟକର ହେଇପାରେ । ହେଲେ ଶ୍ରୀ ରଥଙ୍କ ପ୍ରତ୍ୟେକ ଶୁଭେଛୁ, ବନ୍ଧୁ ଓ ଶୁଭଚିନ୍ତକ ଯେପରି ଯଥାସାଧ୍ୟ ସହଯୋଗ ଓ ସମର୍ଥନ କରୁଛନ୍ତିି ୨୦୨୪ ନିର୍ବାଚନର ଫଳାଫଳ ନିଶ୍ଚିତ ଆଶ୍ବସ୍ତ କରାଇବ ନିଃସନ୍ଦେହ । . . . #voteforumaballavratha #puriconstituency #IndianNationalCongress #supportumaballavrath #purisadar

5/12/2024, 6:01:23 PM

ନିଷ୍ପତ୍ତି ମୋର ବିଚାର ଆପଣଙ୍କର ନିର୍ବାଚନ ଜିତିଲେ ୧୦୦ ଦିନରେ ଜମିଜମା ସମସ୍ୟାର ସମାଧାନ :-କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ. . . . #supportumaballavrath #umaballavrath #Election2024 #puri #purisadar #LokSabhaElection2024 #indianpolitics

5/12/2024, 12:15:24 PM

ପୁରୀସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିପୁଟ ଗ୍ରାମର ପ୍ରସିଦ୍ଧ ଶୈବପୀଠ ବାବା ଯୋଡ଼ା ଲିଙ୍ଗ ମହାଦେବଙ୍କୁ ଦର୍ଶନ କରି ଆଶ୍ରିବାଦ ନେବା ସହ ସେଠାରେ ଆୟୋଜିତ କ୍ଷୀରସାଗର ମେଳାରେ ସାମିଲ ହେଲି । . . . #HaathBadlegaHalaat #supportumaballavrath #voteforchange2024

5/12/2024, 4:56:26 AM

ପୁରୀସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିପୁଟ ଗ୍ରାମର ପ୍ରସିଦ୍ଧ ଶୈବପୀଠ ବାବା ଯୋଡ଼ା ଲିଙ୍ଗ ମହାଦେବଙ୍କୁ ଦର୍ଶନ କରି ଆଶ୍ରିବାଦ ନେବା ସହ ସେଠାରେ ଆୟୋଜିତ କ୍ଷୀରସାଗର ମେଳାରେ ସାମିଲ ହେଲି । . . . #HaathBadlegaHalaat #supportumaballavrath #voteforchange2024

5/12/2024, 4:43:37 AM

ପୁରୀସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମଙ୍ଗରା ଗ୍ରାମରେ ଆୟୋଜିତ ନାମ ସଙ୍କୀର୍ତ୍ତନ ଯଜ୍ଞ ରେ ଗ୍ରାମବାସୀଙ୍କ ସହ ସାମିଲ ହେଲି। #purisadar #puri #puripeople #supportumaballavrath #voteforchange

5/11/2024, 5:07:59 PM

ପୁରୀସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଲିପୁଟ ଗ୍ରାମର ପ୍ରସିଦ୍ଧ ଶୈବପୀଠ ବାବା ଯୋଡ଼ା ଲିଙ୍ଗ ମହାଦେବଙ୍କୁ ଦର୍ଶନ କରି ଆଶ୍ରିବାଦ ନେବା ସହ ସେଠାରେ ଆୟୋଜିତ କ୍ଷୀରସାଗର ମେଳାରେ ସାମିଲ ହେଲି । #HaathBadlegaHalaat #supportumaballavrath #voteforchange2024

5/11/2024, 3:01:08 PM

ପୁରୀ ନିର୍ବାଚନ ମଣ୍ଡଳୀ ର କୁମ୍ଭାରପଡ଼ା ସ୍ଥିତ ଯାଇଗଡ ଜାଗା ଠାରେ ଘରେ ଘରେ ପହଞ୍ଚି ସାହିଭାଇ ଙ୍କ ସହ ଯୋଗଦେଇ ତାଙ୍କର ସୁବିଧା, ଅସୁବିଧା ବିଷୟରେ ଆଲୋଚନା କରିବା ସହ ଆଗାମୀ ନିର୍ବାଚନରେ ବିପୁଳ ସମର୍ଥନ ଓ ଆଶିର୍ବାଦ କରିବା ପାଇଁ ନିବେଦନ କଲି। . . . #DoorToDoorCampaign #puri #vote4umabhaina #supportumaballavrath #congress4puri #haatbadlegahalaat

5/11/2024, 12:58:34 PM

ସମ୍ପର୍କ ର ରଥ ଉମା ବଲ୍ଲଭ ରଥ . . . #SupportUmaBallavRath #voteforumaballavratha #HaatBadlegaHalaat

5/11/2024, 10:22:24 AM

ନିଷ୍ପତ୍ତି ମୋର ବିଚାର ଆପଣଙ୍କର ନିର୍ବାଚନ ଜିତିଲେ ୧୦୦ ଦିନରେ ଜମିଜମା ସମସ୍ୟାର ସମାଧାନ :-କଂଗ୍ରେସ ବିଧାୟକ ପ୍ରାର୍ଥୀ ଉମାବଲ୍ଲଭ ରଥ. #supportumaballavrath #umaballavrath #Election2024 #puri #purisadar #LokSabhaElection2024 #indianpolitics

5/11/2024, 9:22:42 AM

ଆଜି ପୁରୀ ସହରରେ ଥୂବା କୁମ୍ଭାରପଡ଼ା ମସଜିଦ ଗସ୍ତ କରି ସଂଖ୍ୟାଲଘୁ ଶ୍ରେଣୀର ଭାଈ ଭଉଣୀ ମାନଙ୍କୁ ଭେଟିବା ସହ କଂଗ୍ରେସର ଗ୍ୟାରେଣ୍ଟି ବିଷୟରେ ବୁଝେଇଲି, ଆଗାମୀ ଦିନରେ କଂଗ୍ରେସକୁ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅନୁରୋଧ କଲି। . . . #HaatBadlegaHalaat #Vote4Congress #congress4puri #SupportUmaBallavRath #voteforumaballavratha #election2024 #OdishaPolitics

5/10/2024, 3:57:13 PM

ପ୍ରିୟ ସାଥୀ, ବୁଦ୍ଧିଜୀବୀ ସୁଧିବୃନ୍ଦଙ୍କୁ ଅନୁରୋଧ, ସମସ୍ତେ ଏକ ହୁଅନ୍ତୁ। ଆଗାମୀ ନିର୍ବାଚନ ରେ "ପରିବାର ବାଦ୍" ତଥା ସାମ୍ପ୍ରଦାୟିକତା ବାଦ୍" ବିରୁଦ୍ଧରେ ସ୍ବର ଉତ୍ତୋଳନ କରନ୍ତୁ ଏବଂ ବନ୍ଧୁ ଊମାବଲ୍ଲଭ ରଥଙ୍କୁ ବିଜୟୀ କରନ୍ତୁ। ପରିବର୍ତ୍ତନ ର ସ୍ବର ଅବଶ୍ୟମ୍ଭାବୀ। ଜୟ ଜଗନ୍ନାଥ 🙏। . . . #voteforumaballavratha #elecetions2024 #supportumaballavrath #OdishaPolitics

5/10/2024, 3:52:13 PM

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଓଡ଼ିଶା ବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଆମ୍ଭ ସମସ୍ତଙ୍କ ଉପରେ ସର୍ବଦା ରହିଥାଉ। . . . #akshayatritiya #jayjagannath #supportUmaBallavRath #vote4umabhaina

5/10/2024, 3:51:10 PM

ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁ ଙ୍କ ଚନ୍ଦନଯାତ୍ରା ଉପଲକ୍ଷେ, ଶୁଭେଛୁ ମାନଙ୍କୁ ମୋରୋ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ। #chandanjatra #puriculture #puri #odisha #supportumaballavrath

5/10/2024, 2:37:48 PM

ପୁରୀ ନିର୍ବାଚନ ମଣ୍ଡଳୀ ର କୁମ୍ଭାରପଡ଼ା ସ୍ଥିତ ଯାଇଗଡ ଜାଗା ଠାରେ ଘରେ ଘରେ ପହଞ୍ଚି ସାହିଭାଇ ଙ୍କ ସହ ଯୋଗଦେଇ ତାଙ୍କର ସୁବିଧା, ଅସୁବିଧା ବିଷୟରେ ଆଲୋଚନା କରିବା ସହ ଆଗାମୀ ନିର୍ବାଚନରେ ବିପୁଳ ସମର୍ଥନ ଓ ଆଶିର୍ବାଦ କରିବା ପାଇଁ ନିବେଦନ କଲି। #DoorToDoorCampaign #puri #vote4umabhaina #supportumaballavrath #congress4puri #haatbadlegahalaat

5/10/2024, 11:57:13 AM

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଓଡ଼ିଶା ବାସୀଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା l ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଆଶୀର୍ବାଦ ଆମ୍ଭ ସମସ୍ତଙ୍କ ଉପରେ ସର୍ବଦା ରହିଥାଉ। #akshayatritiya #jayjagannath #supportUmaBallavRath #vote4umabhaina

5/10/2024, 9:05:06 AM

ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ପୁରୀ ବେଲଦଳ ସ୍ଥିତ ବାତ୍ୟା ଆଶ୍ରୟସ୍ଥଳୀରେ ୨୨ ମୌଜା ବେଦାନ୍ତ ବିରୋଧୀ ସଂଗ୍ରାମ ସମିତି ସଦସ୍ୟ ମାନଙ୍କ ଆହ୍ବାନ କ୍ରମେ ଏକ ନିର୍ବାଚନୀ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ନିର୍ବାଚନରେ ଜାତୀୟ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଉମାବଲ୍ଲଭ ରଥ ଙ୍କୁ ବିପୁଳ ମାତ୍ରାରେ ଭୋଟ୍ ଦେଇ ଜୟଯୁକ୍ତ କରିବା ନେଇ ସଂକଳ୍ପ କରାଯାଇଥିଲା। ଏହି ବୈଠକରେ ସମିତି ସଦସ୍ୟ ମାନେ ଘରକୁ ଘର ବୁଲି ଭୋଟରମାନଙ୍କୁ ସଚେତନତା ସୃଷ୍ଟି କରିବା ଦିଗରେ ଗୁରୂତ୍ଵ ଦିଆଯାଇଥିଲା। ଏଥି ସହିତ ଶ୍ରୀଯୁକ୍ତ ରଥଙ୍କ ବିଜୟ ସୁନିଶ୍ଚିତ କରିବା ନିମନ୍ତେ କର୍ମୀ ମାନଙ୍କ ମଧ୍ୟରେ ଏକତା ବଜାୟ ରଖିବା ନେଇ ମତପୋଷଣ ପ୍ରକାଶ ପାଇଥିଲା। . . . #voteforumaballavratha #22mouja #puriconstituency #supportumaballavrath #OdishaPolitics #Elecetions2024

5/10/2024, 6:31:00 AM

ଚଳିତ ନିର୍ବାଚନ ପରିପ୍ରେକ୍ଷୀରେ ଆଳିକିୟା ଗ୍ରାମ ରେ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ମିଶ୍ର,ହର ପ୍ରସାଦ ଜେନା ଏବଂ ପ୍ରର୍ଶୁରାମ ପ୍ରଧାନ ଙ୍କ ଆହ୍ୱାନ କ୍ରମେ ଏକ ସର୍ବ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପୁରୀ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ଉମାବଲ୍ଲଭ ରଥ ମହୋଦୟ ଙ୍କୁ ଆସନ୍ତା ନିର୍ବାଚନରେ ବିପୁଳ ମାତ୍ରାରେ ଭୋଟ୍ ଦେଇ ବିଜୟୀ ମଣ୍ଡିତ କରିବା ପାଇଁ ସର୍ବସମ୍ମତି ପ୍ରକାଶ ପାଇଥିଲା ଏବଂ ଶ୍ରୀଯୁକ୍ତ ରଥ ଙ୍କ ନେତୃତ୍ବରେ ଆଳିକିୟା ଗ୍ରାମ ବାସୀଙ୍କ ଜମିଜମା ସମସ୍ୟା ର କିଭଳି ସମାଧାନ କରାଯାଇ ପାରିବ ସେଥି ନିମନ୍ତେ ଗ୍ରାମବାସୀଙ୍କ ଠାରୁ ସମସ୍ତ ପ୍ରକାରର ସାହାଯ୍ୟ ଓ ସମର୍ଥନ ଲୋଡ଼ିଯାଇଥିଲା। ପରିଶେଷରେ ଶ୍ରୀଯୁକ୍ତ ରଥ ନିର୍ବାଚନରେ ବିଧାନସଭାକୁ ନିର୍ବାଚିତ ହେଲେ ଗ୍ରାମ ବାସୀଙ୍କ ସମସ୍ତ ଆଶା ଆକାଂକ୍ଷା ପୂରଣ ହେବା ସହିତ ଜମି ଜମା ସମସ୍ୟା ର ନିଶ୍ଚିତ ସମାଧାନ ହେବ ବୋଲି ମତପ୍ରକାଶ ପାଇଥିଲା। . . . #elecetions2024 #puriconstituency #supportumaballavrath #voteforumaballavratha #alikiavillage #OdishaPolitics

5/9/2024, 8:51:37 AM

“KYC- Know Your Candidate Mr. Umaballav Rath has been nationally and locally renowned and revered for his enormous contribution to the field of human rights. He is truly one of India’s best citizens who will always be in service of the people of Puri” . . . #supportumaballavrath #CandidateGesture #OdishaPolitics #election2024 #Vote4UmaRath

5/8/2024, 3:11:30 PM

ପୁରୀ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନଦାମୋଦରପୁର ଗ୍ରାମ ରେ Door to Door Campaign ରେ ଗ୍ରାମ ବାସୀଙ୍କ ସହିତ ଯୋଗଦେଇ ତାଙ୍କର ସୁବିଧା, ଅସୁବିଧା ବିଷୟରେ ଆଲୋଚନା କରିବା ସହ ଆଗାମୀ ନିର୍ବାଚନରେ ଗ୍ରାମବାସୀ ବୃନ୍ଦଙ୍କ ଠାରୁ ବିପୁଳ ସମର୍ଥନ ଓ ଆଶିର୍ବାଦ କରିବା ପାଇଁ ନିବେଦନ କଲି। . . . #Elecetions2024 #Politics #Vote #sasandamdarpurvillage #campaign #SupportUmaBallavRath #VoteforUmaballavratha #Puri

5/8/2024, 10:37:45 AM

ପୁରୀସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶାସନଦାମୋଦରପୁର ଗ୍ରାମରେ Door to Door Campaign ରେ ଗ୍ରାମବାସୀଙ୍କ ସହ ଯୋଗଦେଇ ତାଙ୍କର ସୁବିଧା, ଅସୁବିଧା ବିଷୟରେ ଆଲୋଚନା କରିବା ସହ ଆଗାମୀ ନିର୍ବାଚନରେ ଗ୍ରାମବାସୀବୃନ୍ଦଙ୍କଠାରୁ ବିପୁଳ ସମର୍ଥନ ଓ ଆଶୀର୍ବାଦ କରିବା ପାଇଁ ନିବେଦନ କଲି। #Elecetions2024 #Politics #Vote #village #campaign #supportumaballavrath

5/8/2024, 7:38:47 AM

“KYC- Know Your Candidate Mr. Umaballav Rath has been nationally and locally renowned and revered for his enormous contribution to the field of human rights. He is truly one of India’s best citizens who will always be in service of the people of Puri” #supportumaballavrath #CandidateGesture #OdishaPolitics #election2024 #vote4umarath

5/6/2024, 5:21:41 PM

ପୁରୀ ସଦରର ବିଧାନସଭା ନିର୍ବାଚନମଣ୍ଡଳୀର ପ୍ରାର୍ଥୀ ଭାବେ ଆଜି ବିଶାଳ ଶୋଭାଯାତ୍ରା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କଂଗ୍ରେସ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କଲି l ଏହି ନାମାଙ୍କନ ଶୋଭାଯାତ୍ରାରେ ସ୍ବତଃପୃତ ଭାବେ ସାମିଲ ହୋଈଥିବା ହଜାର ହଜାର ମାଆ,ମାଉସୀ,ଭାଈ,ଭଉଣୀ,ଗୁରୁଜନଙ୍କୁ ହୃଦୟ ରୁ ନମସ୍କାର । ଆପଣମାନଙ୍କ ଭଲ ପାଇବା ଏବଂ ଆଶୀର୍ବାଦ ସର୍ବଦା ଏମିତି ରହିଥାଉ। #SupportUmaBallavRath #NominationDay #IndianNationalCongress #Politics #ElectionCommission #élection2024

5/6/2024, 11:21:32 AM

"On Nomination Day, rallying with the people of Puri, on our way to the Puri Collector's office, 'Haath Badlega Haalat'." #HaathBadlegaHaalat #NominationDay #CongressPartyRally #supportumaballavrath

5/6/2024, 9:49:34 AM

The rally has started from Saradhabali to the Collector's Office. #nominationday କମ୍ପୁଛି ଆଜି ସହର ବଜାର ପୁରୀବାସୀ ହେଉଛନ୍ତି ଆନନ୍ଦିତ, ପୁରୀମାଟିର ବିକାଶ ଓ ପୁରୀ ବାସୀ ଙ୍କ ସୁରକ୍ଷା ପାଇଁ ଉମା ଭାଇନା ସଦା ସମର୍ପିତ। #Nominationday #CongressPartyRally #UmaBhaina4Puri #supportumaballavrath

5/6/2024, 8:54:34 AM

ମୋର ପ୍ରିୟ ଭାଇ ଓ ଭଉଣୀ,ମାଆ ମାଉସୀ, ଗୁରୁଜନ ମାନଙ୍କୁ ନମସ୍କାର।ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଓ ଆପଣ ସମସ୍ତଙ୍କ ଭଲପାଇବା ନେଇ ଆସନ୍ତା ମେ ମାସ ୬ ତାରିଖ ସୋମବାରରେ ପୁରୀ ବିଧାନସଭାରୁ ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବାକୁ ଯାଉଛି।ନାମାଙ୍କନ ଦାଖଲ ଯାତ୍ରା ଶରଧାବାଲି ଠାରୁ ସକାଳ ୧୦ ଘଟିକା ସମୟରେ ବାଇକ୍ ରାଲିରେ ବାହାରି ଗୁଣ୍ଡିଚା ମନ୍ଦିର ରାସ୍ତା ଦେଇ ପୁରୀ ଉପଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯିବ ।ଏଣୁ ପୁରୀସଦରର ସମସ୍ତ ମାଆ ମାଉସୀ,ଭାଇ ଭଉଣୀ,ଗୁରୁଜନଙ୍କୁ ବିନମ୍ର ନିବେଦନ ଆପଣମାନେ ସମସ୍ତେ ମୋର ନାମାଙ୍କନ ଦାଖଲ ଶୋଭାଯାତ୍ରାରେ ଭାଗନେଇ ସାହାଯ୍ୟ,ସହଯୋଗ କରିବା ସହ ପୁରୀସଦର ନିର୍ବାଚନମଣ୍ଡଳୀର ବିକାଶର ଏହି ମହାନ ଯାତ୍ରାର ପ୍ରାରମ୍ଭପର୍ବରେ ନିଜର ସକ୍ରିୟ ଯୋଗଦାନ ଦେଇ ଏହି ଯାତ୍ରାକୁ ଆହୁରି ସଶକ୍ତ କରାଇବାରେ ସାହାଯ୍ୟ କରିବେ I ଜୟ ଜଗନ୍ନାଥ 🙏 #SupportUmaBallavRath #NominationDay #PuriPolitics

5/5/2024, 6:56:00 PM

ଓଡ଼ିଶା ପ୍ରଦେଶ କଂଗ୍ରେସର ପୁରୀର ବିଧାୟକ ପ୍ରାର୍ଥୀ ଭାବେ ମୋତେ ମନୋନୀତ କରିଥିବାରୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖରଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, କେ. ସି. ଭେନୁଗୋପାଲ, ଏବଂ ଓଡ଼ିଶା କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଉଛି। ପୁରୀ ସଦରରେ କଂଗ୍ରେସର ସଫଳତା ପାଇଁ ମୁଁ ନିରନ୍ତର କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ। ଜୟ ହିନ୍ଦ! ଜୟ ଜଗନ୍ନାଥ 🙏 #Election2024 #CongressParty #supportumaballavrath #umabhaina4puri #vote4umaballavrath

5/5/2024, 11:37:47 AM

ନାଗ ପାଟଣାରେ କର୍ମୀଙ୍କ ସହ ମିଶି ପଞ୍ଚାୟତର ବାସିନ୍ଦାଙ୍କ କଲ୍ୟାଣ ସମ୍ପର୍କରେ ଆଲୋଚନା କରାଗଲା।ଆପଣ ସମସ୍ତଙ୍କ ସମର୍ଥନରେ ହିଁ ହୋଇପାରିବ ଆମ ପୁରୀ କଲ୍ୟାଣ ଓ ଉନ୍ନତି। #SupportUmaBallavRath #Election2024 #indipendentcandidate #UmaBhaina4Puri

5/4/2024, 4:18:40 PM

#ପୁରୀର_ପ୍ରଗତିପାଇଁ_ଏଥର_ଅର୍ଥବଳ _ନୂହେଁ_ଲୋକବଳ_ଦରକାର ଶ୍ରୀକ୍ଷେତ୍ରମାଟିର ସୁରକ୍ଷା ପାଇଁ ପୁରୀ ସଦରର ବିଧାନସଭା ନିର୍ବାଚନମଣ୍ଡଳୀର ବିକାଶ ପାଇଁ ଆଜି ପୁରୀସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଚନ୍ଦନପୁର ନିକଟସ୍ଥ ପୋଲାଙ୍ଗ ତୋଟାଠାରେ ଆୟୋଜିତ ଗ୍ରାମବାସୀଙ୍କ ସହ ବୈଠକରେ ଯୋଗଦେଲି।ଉକ୍ତ ବୈଠକରେ ବିଭନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯିବା ସହ ଏ ଦୁନିର୍ତି ଖୋର କେନ୍ଦ୍ର ଓ ରାଜ୍ୟ ସରକାର ବିରୁଦ୍ଧରେ ଏଥର ନିର୍ବାଚନରେ ଗ୍ରାମବାସୀମାନେ ଉଚିତ୍ ଜବାବ ଦେବେ। ଏଥର ଗ୍ରାମବାସୀମାନେ ନିଃସ୍ଵାର୍ଥ ଭାବେ ମୋତେ ବିପୁଳ ସମର୍ଥନ ଜଣାଇବା ସହ ଆଶିର୍ବାଦ ପ୍ରଦାନ କରିଥିବାରୁ ମୁଁ ଆପଣ ନିକଟରେ କୃତଜ୍ଞ।ଆସନ୍ତୁ ଆମେ ସମସ୍ତେ ଏକ ହେବା ଶ୍ରୀକ୍ଷେତ୍ରମାଟିରୁ ଦୁନିର୍ତି ଅରାଜକତା ହଟାଇବା। #supportUmaballavRath #Vote4UmaBallavRath #umabhaina4puri

5/3/2024, 9:10:59 AM

ପୁରୀ ନିର୍ବାଚନ ମଣ୍ଡଳୀରେ ଏଥର ଲଢ଼େଇ ଅର୍ଥବଳ ବନାମ ଲୋକବଳ:- ଉମାବଲ୍ଲଭ ରଥ, ପୂର୍ବତନ ବିଧାୟକ, ସ୍ବାଧୀନ ପ୍ରାର୍ଥୀ, ପୁରୀ ସଦର #Vote4UmaBhaina #UmaBallavRath4Puri #supportumaballavrath

5/1/2024, 5:52:44 PM

ଗତ କାଲି ରାତିରେ ପୁରୀ ବିଧାନସଭା ଅନ୍ତର୍ଗତ ବାଲିପଡା ପଞ୍ଚାୟତରେ ଆୟୋଜିତ ଖୁରୁଖୁରି ଠାକୁରାଣୀଙ୍କ ମେଲଣରେ ଯୋଗଦେଲି। #SupportUmaBallavRath #umabhaina4puri #puripolitics #puri #jayjagannath

4/30/2024, 5:25:18 AM

ଆମ ସଙ୍କଳ୍ପ ଏବଂ ପ୍ରତିବଦ୍ଧ ସହ ଏହି ନିର୍ବାଚନ ରେ ସମ୍ପୂର୍ଣ୍ଣ ବହୁମତ ରେ ପୁରିବାସି ଙ୍କର ଆଶ୍ରିବାଦ ରହିଲେ ୧୦୦ ଦିନରେ ଜମିଜମା ସମସ୍ୟାର ସମାଧାନ :- ପୂର୍ବତନ ବିଧାୟକ ଉମାବଲ୍ଲଭ ରଥ #Vote4Umabhaina #ElectionPuri #puri #supportumaballavrath #jayJagannath

4/29/2024, 8:08:05 PM

ଶ୍ରୀକ୍ଷେତ୍ର ମାଟିର ସୁରକ୍ଷା ପାଇଁ ବଡ଼ଶଙ୍ଖଠାରେ ପୁରୀସଦର ନିର୍ବାଚନମଣ୍ଡଳୀରେ ଆୟୋଜିତ ସଚେତନ ନାଗରିକଙ୍କ ବୈଠକରେ ଯୋଗଦେଲି। ଉକ୍ତ ବୈଠକରେ ବିଭନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା ତନ୍ମଧ୍ୟରୁ ପ୍ରମୁଖ ପ୍ରସଙ୍ଗ ଏବେ ଶ୍ରୀକ୍ଷେତ୍ର ପୁରୀରେ ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ପାନୀୟ ଜଳ ପିଇ ଘରେ ଘରେ ଝାଡ଼ା ବାନ୍ତି ବ୍ୟାପି କିଛି ଲୋକ ମଧ୍ୟ ମୃତ୍ୟୁ ମୁଖରେ ପଡିଲେଣି। ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଉଭୟ ବିକାଶର ଡିଣ୍ଡିମ ପିଟୁଥିବା ବେଳେ ପୁରୀବାସୀ ମୌଳିକ ସୁବିଧା ରୁ ବଞ୍ଚିତ ହେଉଛନ୍ତି। ଗତକାଲି ନୂତନ ଷ୍ଟେସନ କୋଠା ଭୁଶୁଡ଼ି ଅନେକ ଆହତ ମଧ୍ୟ ହେଈଛନ୍ତି।କେନ୍ଦ୍ର ସରକାର ବିଶ୍ଵସ୍ତରୀୟ ବିକାଶ ନାଁ ରେ ପୁରୀ ବାସୀଙ୍କୁ ଭୂଆଁ ବୁଲାଉଛନ୍ତି ଯାହାକୁ ମୁଁ ଦୃଢ଼ ଭାବରେ ନିନ୍ଦା କରୁଛି। ପୁରୀର ପ୍ରଗତି ପାଇଁ ଏଥର ଅର୍ଥ ବଳ ନୂହେଁ ଲୋକ ବଳ ଦରକାର।ଆସନ୍ତୁ ଆମେ ସମସ୍ତେ ଏକ ହେବା ଶ୍ରୀକ୍ଷେତ୍ରମାଟିରୁ ଅରାଜକତା ହଟାଇବା। #supportUmaballavRath #PoliticalNews #leadership #politicians #PuriNews #purijagannadh #puri

4/29/2024, 9:15:19 AM