bjdforever images

Discover Best bjdforever Images of World

#food #travel #sports #news #may #wednesday

#bjd . . . #bjdlover . . . #bjdforever . . . #bjdphotography . . . #election . . . #naveenodisha . . . #5t . . #bhandaripokhari

5/9/2024, 3:14:36 PM

@nua.odisha @vkpandian.odisha7 @noaodisha2024 #nuao #odisha #angul #navinpatnaik #bjd #trending #nuaoprogram #bjdforever 💚💚

2/27/2024, 2:31:04 PM

ଖଇରପୁଟ ବ୍ଲକ ବିଜୁ ଜନତା ଦଳର ନେତୃତ୍ବ ବୃନ୍ଦଙ୍କ ସହଯୋଗରେ ମୋ ଉପସ୍ଥିତିରେ ଖଇରପୁଟ ବ୍ଲକ ପୋଡଘାଟ ଗ୍ରାମ ପଞ୍ଚାୟତ ରେ ଦଳୀୟ ସାଙ୍ଗଠନିକ କାର୍ଯ୍ୟକ୍ରମ ସହ ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମରେ ଯୋଗ ଦାନ କରିଥିଲେ। ଏହା ସହ ଆଗାମୀ ଦିନରେ ଦଳକୁ କିପରି ଆହୁରି ସୁଦୃଢ କରାଯିବ ସେ ବିଷୟରେ ଆଲୋଚନା କରିବା ସହ ନେତୃବୃନ୍ଦ ଙ୍କ ସହ ସବିଶେଷ ଆଲୋଚନା ହୋଇଥିଲା। #bjdwithodisha #bjdforever #bjdchitrakondaassemblyconstituency @naveen_odisha @cmo_odisha @bijujanatadal_odisha @vkpandian.odisha @pranabprakashdas.official

2/8/2024, 2:54:40 AM

ପ୍ରତି ଓଡ଼ିଶାବାସୀ Biju Janata Dal Odisha ର ଶକ୍ତି ସାଜିଆସିଛନ୍ତି। ଦିନକୁ ଦିନ ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ Naveen Patnaik ଙ୍କ ପ୍ରତି ଏହି ଭଲପାଇବା ବଢ଼ିବାରେ ଲାଗିଛି। ଗତ ୨୬ ବର୍ଷ ଧରି ଆପଣମାନଙ୍କ ବିଶ୍ୱାସ ଓ ଭରସା ପାଇଁ ଅଶେଷ ଧନ୍ୟବାଦ। #bjd #naveenodisha #bjdinstagram #bjdforever @bijujanatadal_odisha @naveen_odisha

12/26/2023, 5:42:50 AM

Never stop chasing your dreams .... . . . #newpost #instalike #likesforlike #bjd #bjddigitalwing #sankhobhawan #bjdforever #odisha #bhubaneswar

11/30/2023, 1:45:27 PM

ଆଲୋକର ପର୍ବ ଦୀପାବଳି ସଭିଙ୍କ ଜୀବନରେ ଭରିଦେଉ ସୁଖ, ଶାନ୍ତି ଓ ସମୃଦ୍ଧି। ପବିତ୍ର କାଳୀପୂଜା ଅବସରରେ ସମସ୍ତଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଜଣାଉଛି। #happydiwali 🎇🪔 #festivaloflights #festivalofcolors #byjd #bijuyuvajanatadal #bjd #bjdodisha #bjdforever @naveen_odisha @bijujanatadal_odisha

11/12/2023, 4:38:23 AM

Après des semaines de remise en forme de mon atelier je peux commencer à reprendre mes projets. Donc nous repartons sur le "Projet Deus" #deusproject et c'est #chronos qui s'y colle. #bjd #abjd #custom #custombjddoll #madeinhouse #fairylandbjd #feeple65 avec une tête luts. Un de mes tout premier garçon sd . Ça va bien faire 10 ans que je traîne sur le project en attendant d avoir les différents éléments ! #patience #dollcollection #bjdaddict #bjdforever #dollstagram #bjdcustom #asianballjointeddoll

9/22/2023, 12:18:00 PM

#BJDforever #Naveenforever💚❤

7/23/2023, 2:54:10 AM

ପ୍ରଗତିର ପଥେ ଆଗକୁ ବଢିବ କେନ୍ଦ୍ରାପଡ଼ା। ତୁଳସୀ କ୍ଷେତ୍ରର ନବକଳେବର ପାଇଁ ସଂକଳ୍ପ ନେଇଛନ୍ତି ନବୀନ। #BJDDigitalWing #NaveenOdisha #naveenodisha #bijujantadal #bjditwing #bjdforever #5t #like #likesforlike #explore #odishacm #sankhabhawan

4/29/2023, 5:52:28 AM

ସମ୍ବଲପୁରର ଭିସୁଟକୁ ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଗଢ଼ି ତୋଳିବା ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ଶ୍ରୀ #NaveenPatnaik ₹୨,୦୦୦ କୋଟିର ମାଷ୍ଟରପ୍ଲାନକୁ ଅନୁମୋଦନ କରିଛନ୍ତି। ଏହାଦ୍ଵାରା ଶିକ୍ଷାନୁଷ୍ଠାନର ଭିତ୍ତିଭୂମି ଆହୁରି ସୁଦୃଢ଼ ହେବା ସହ ୪ ବର୍ଷରେ ୧୦,୦୦୦ ରୁ ଅଧିକ ପିଲାଙ୍କ ପାଇଁ ସୁନିଶ୍ଚିତ ହେବ ଗୁଣାତ୍ମକ ଶିକ୍ଷା। #VSSUT #social #bjdforever #ognaveenbabu #NabinaOdisha #mosarkar5t #naveen #nuaodisha #25yearsofnaveenbabu #proud

9/19/2022, 5:24:28 AM

ରାଜ୍ୟ ସରକାରଙ୍କ ଦକ୍ଷନୀତି ଯୋଗୁଁ ଓଡ଼ିଶାରେ ₹୨୪,୩୦୦ କୋଟିରୁ ଉର୍ଦ୍ଧ୍ବ ପୁଞ୍ଜି ବିନିଯୋଗରେ ୫ଲକ୍ଷ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ସହ ₹୯୭ କୋଟି ବ୍ୟୟରେ ୧୫୦ ଟି ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ କାର୍ଯ୍ୟକ୍ଷମ ହୋଇଛି। ଏହି ଶିଳ୍ପାୟନ ଉଦ୍ୟୋଗୀତା ସହ ଆତ୍ମନିଯୁକ୍ତି କ୍ଷେତ୍ରରେ ନୂଆ ସୁଯୋଗ ସୃଷ୍ଟି କରିଛି। #Odisha #industries #development #bjdforever #ognaveenbabu #NabinaOdisha #mosarkar5t #culture #nuaodisha #25yearsofnaveenbabu #happy

9/12/2022, 5:35:50 AM

ବନାୟନ ମାଧ୍ୟମରେ ରାଜ୍ୟର ୫୬,୦୩୧ ହେକ୍ଟର ଜଙ୍ଗଲ ଜମିର ବିକାଶ ହେବା ସହ ଜଙ୍ଗଲ ଉପରେ ନିର୍ଭର କରୁଥିବା ଲୋକଙ୍କର ଜୀବିକା ନିର୍ବାହ ସୁନିଶ୍ଚିତ ହେଉଛି। ବନ ସୁରକ୍ଷା ସମିତିକୁ ୬ଟି ହାଇଟେକ୍ ନର୍ସରୀର ପରିଚାଳନା ଦାୟିତ୍ୱ ମିଳିଥିବା ବେଳେ ୭୭୭ଟି ବନ ସୁରକ୍ଷା ସମିତିର ସଦସ୍ୟ ନିଜ ଜାଗାରେ ୪,୧୧୮ହେକ୍ଟର ଜଙ୍ଗଲ ଫାର୍ମ କରିଛନ୍ତି। #Odisha #OdishaCares #industrialparks #bjdforever #ognaveenbabu #NabinaOdisha #mosarkar5t #naveen #nuaodisha #25yearsofnaveenbabu #happy

9/6/2022, 8:50:55 AM

ଉତ୍ସର୍ଗୀକୃତ ଜନସେବା ପାଇଁ କ୍ୟାପିଟାଲ ଫାଉଣ୍ଡେସନ୍ ସୋସାଇଟି ପକ୍ଷରୁ 'ଜୀବନବ୍ୟାପୀ ସାଧନା ସମ୍ମାନ' ରେ ସମ୍ମାନିତ ମୁଖ୍ୟମନ୍ତ୍ରୀ ଶ୍ରୀ #NaveenPatnaik ଙ୍କୁ ଶୁଭେଚ୍ଛା। ସମର୍ପିତ ସେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଏହି ସମ୍ମାନ ଜାତୀୟସ୍ତରରେ ଓଡ଼ିଶାକୁ ଗୌରବାନ୍ଵିତ କରିବା ସହ ଜନକଲ୍ୟାଣ କାମ ପାଇଁ ପ୍ରେରଣା ଯୋଗାଇବ। #Odisha #msme #OdishaLeads #OdishaCares #industrialparks #bjdforever #ognaveenbabu #NabinaOdisha #mosarkar5t #naveen #nuaodisha #25yearsofnaveenbabu

9/5/2022, 3:14:02 PM

ନବୀନଙ୍କ ନେତୃତ୍ୱରେ ଶିଳ୍ପ ସମୃଦ୍ଧ ହେଉଛି ଓଡିଶା । ଓଡିଶା ଉପରେ ନିବେଶକଙ୍କ ବଢୁଛି ଭରସା । ଓଡ଼ିଶାର ଶିଳ୍ପ ବିକାଶ ଯାତ୍ରାରେ ସାମିଲ ହେବାକୁ ନିବେଶଙ୍କୁ ନିମନ୍ତ୍ରଣ କଲେ ମୁଖ୍ୟମନ୍ତ୍ରୀ । #InvestInOdisha #OdishaLeads #OdishaCares #Odisha #bjdforever #ognaveenbabu #NabinaOdisha #mosarkar5t #naveen #nuaodisha #25yearsofnaveenbabu

9/2/2022, 7:16:18 AM

ରାଜ୍ୟରେ ଅଗ୍ନିଶମ ବାହିନୀକୁ ଆହୁରି ଦକ୍ଷ ଓ କ୍ରିୟାଶୀଳ କରିବା ପାଇଁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ #NaveenPatnaik ଗୁରୁତ୍ୱ ଦେବା ସହ ଷ୍ଟ୍ରାଇକିଂ ଫାୟାର ଫୋର୍ସ ଗଠନ ପ୍ରସ୍ତାବକୁ ମଞ୍ଜୁର କରିଛନ୍ତି। ବିପର୍ଯ୍ୟୟ ସମୟରେ ଲୋକଙ୍କ ଉଦ୍ଧାର କାର୍ଯ୍ୟ ତ୍ୱରିତ କରିବା ପାଇଁ ଏହି ଫୋର୍ସ ବେଶ ସହାୟକ ହେବ। ରାଜ୍ୟର କଟକ, ସମ୍ବଲପୁର ଓ ବ୍ରହ୍ମପୁରରେ ଥିବା ୩ଟି ଜୋନ୍‌ରେ ଏହି ଷ୍ଟ୍ରାଇକିଂ ଫାୟାର ଫୋର୍ସର ୩ଟି ରେଞ୍ଜ ହେଡକ୍ଵାର୍ଟର ରହିବ। ଏଥିପାଇଁ ସମୁଦାୟ ୧୪୪ଟି ପଦବୀ ସୃଷ୍ଟି କରାଯାଇ ଏହି ବାହିନୀକୁ ସମସ୍ତ ପ୍ରକାର ଆଧୁନିକ ଯନ୍ତ୍ର ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଇ ଏକ ଦକ୍ଷ କୌଶଳ ସଂପନ୍ନ ଷ୍ଟ୍ରାଇକିଂ ଫୋର୍ସ ଭାବେ ବିକଶିତ କରାଯିବ। #Odisha #bjdforever #ognaveenbabu #NabinaOdisha #mosarkar5t #mosarkar #naveen #nuaodisha #5t #25yearsofnaveenbabu #skilledinodisha #happy

8/30/2022, 6:00:39 AM

ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ବିଦ୍ୟାଳୟ ରୂପାନ୍ତରିତ ହୋଇଛି। ତେଣୁ ଏବେ ପ୍ରତି ପିଲା ଉତ୍ତମ ଶିକ୍ଷା ପାଇ ପାରୁଛନ୍ତି। #OdishaCares #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #naveen #nuaodisha #leadership

8/29/2022, 2:32:10 PM

ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ପୂର୍ବ ଅପେକ୍ଷା ଏବେ ଓଡ଼ିଶାର ଚାଷୀମାନେ ଅଧିକ ଦକ୍ଷ ଓ ଖୁସିରେ ଅଛନ୍ତି। #OdishaCares #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #naveen #nuaodisha #happy #farmers

8/28/2022, 6:48:52 AM

ରାଜ୍ୟରେ କୁପୋଷଣ ଓ ରକ୍ତହୀନତା ଦୂର କରିବା ପାଇଁ ଚଳିତ ବର୍ଷ ପୋଷଣ ବଜେଟରେ ₹୪୧,୨୩୯ କୋଟି ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର। କୁପୋଷଣ ହାର ଅଧିକ ଥିବା ଜିଲ୍ଲାଗୁଡ଼ିକର ପ୍ରତ୍ୟେକ ଘରେ ପୋଷଣ ବଗିଚା ଓ କୁକୁଡ଼ା ପାଳନ ପାଇଁ ପ୍ରୋତ୍ସାହନ ଦେବାକୁ ଏଥିରେ ବ୍ୟବସ୍ଥା ହୋଇଛି। #OdishaCares #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #naveen #nuaodisha #happy

8/27/2022, 11:33:34 AM

ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ଓଡ଼ିଶାର କ୍ରୀଡ଼ାକ୍ଷେତ୍ରରେ ଉନ୍ନତି ଘଟିଛି। କାରଣ ଓଡ଼ିଶା ସରକାର କ୍ରୀଡ଼ାବିତ ମାନଙ୍କୁ ସବୁଠୁ ଭଲ ସୁବିଧା ସୁଯୋଗ ପ୍ରଦାନ କରୁଛନ୍ତି। #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #naveen #nuaodisha #happy #joy

8/27/2022, 7:01:43 AM

ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ଏବେ ଓଡ଼ିଶାର ପ୍ରତି ବ୍ୟକ୍ତି ଓଡ଼ିଶାର ନାମୀ ଦାମୀ ଡାକ୍ତରଖାନାରେ ବିନା ମୂଲ୍ୟରେ ଉତ୍ତମ ଚିକିତ୍ସା ପାଉଛନ୍ତି। #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #naveen #nuaodisha #happy #joy

8/26/2022, 7:46:38 AM

ଛାତ୍ର ଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତର ବିଶ୍ଵକର୍ମା ହେଉଛନ୍ତି ଶିକ୍ଷକ । ଶିକ୍ଷକତାକୁ ଚାକିରୀର ପରିଧି ଭିତରେ ସୀମିତ ନରଖି ଏହାକୁ ବ୍ରତ ବା ଗୁରୁଦାୟିତ୍ଵ ଭାବେ ଗ୍ରହଣ କରିବା ହିଁ ଜଣେ ଶିକ୍ଷକଙ୍କର କର୍ତ୍ତବ୍ୟ ହେବା ଆବଶ୍ୟକ । ଯାହାକୁ ନବନିଯୁକ୍ତ ଶିକ୍ଷକ ମାନେ ପୂରା କରିବାକୁ ଦୃଢ଼ ପ୍ରତିଜ୍ଞାବଦ୍ଧ । #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #missionshakti #naveen #nuaodisha #happy #joy

8/25/2022, 6:53:20 AM

ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ଓଡ଼ିଶାର ମହିଳାମାନେ ଆତ୍ମନିର୍ଭରଶୀଳ ହୋଇଛନ୍ତି। ମିଶନ ଶକ୍ତି ଭଳି ଯୋଜନା ସେମାନଙ୍କୁ ଆତ୍ମନିର୍ଭରଶୀଳ କରିଛି। #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #missionshakti #naveen #nuaodisha #happy #joy

8/24/2022, 6:50:56 AM

ନବୀନ ବାବୁଙ୍କ ୨୫ ବର୍ଷର ଶାସନ କାଳରେ ଓଡ଼ିଶାର ଅନେକ ଚାଳ ଛପର ଘର ଥିବା ବସ୍ତି କୋଠାଘର କଲୋନୀରେ ପରିବର୍ତ୍ତନ ହୋଇଛି। #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #jagamission #naveen #nuaodisha #happy #joy

8/23/2022, 12:16:14 PM

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଏବଂ ଦୃଢ଼ ନେତୃତ୍ଵ ପାଇଁ, ବିକାଶ ପଥେ ଆଗେଇ ଚାଲିଛି ଓଡ଼ିଶା ସ୍କିଲ୍ଡ ଇନ୍ ଓଡ଼ିଶା - ଆଗାମୀ ଭବିଷ୍ୟତ ବା ରାଜ୍ୟର ଯୁବପିଢ଼ିଙ୍କୁ ଆତ୍ମନିର୍ଭରଶୀଳ ଏବଂ ସ୍ବାବଲମ୍ବୀ ହେବା ପାଇଁ ଦେଇଛି ଆଶା ଓ ଭରସା । #bjdforever #ognaveenbabu #NabinaOdisha #mosarkar5t #mosarkar #naveen #nuaodisha #5t #25yearsofnaveenbabu #skilledinodisha #happy

8/23/2022, 7:50:38 AM

ଲୋକଙ୍କ ହାତ ପାଆନ୍ତାରେ ସରକାରୀ ସେବା ପହଞ୍ଚାଇବା ଲକ୍ଷ୍ୟରେ ପଞ୍ଚାୟତସ୍ତରରେ ରାଜ୍ୟ ସରକାରଙ୍କ ପକ୍ଷରୁ 'ମୋ ସେବା କେନ୍ଦ୍ର' କାର୍ଯ୍ୟକ୍ଷମ କରାଯାଉଛି। ଏଥିରେ #MissionShaktiOdisha ମା'ଙ୍କୁ ନିଯୁକ୍ତି ନେଇ ସରକାରଙ୍କ ନିଷ୍ପତ୍ତି ମହିଳାଙ୍କ ପାଇଁ ରୋଜଗାରର ନୂଆ ସୁଯୋଗ ସୃଷ୍ଟି କରିଛି। #OdishaCaresLifeAndLivelihood #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #mosarkar #naveen #nuaodisha

8/22/2022, 6:44:29 AM

ନବୀନ ବାବୁ ସରକାରଙ୍କ ଦୂରଦୃଷ୍ଟି ଓ ପ୍ରାକ ପ୍ରସ୍ତୁତି ଯୋଗୁଁ କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ବାହାକୁଦ ଫେରିଘାଟକୁ ପାରାଦ୍ୱୀପରୁ ଆସୁଥିବା ଏକ ଡଙ୍ଗା ମହାନଦୀର ପ୍ରବଳ ସ୍ରୋତରେ ସମୁଦ୍ର ମୁହାଣକୁ ଭାସି ଯାଉଥିଲା ବେଳେ ଏହାକୁ ଉଦ୍ଧାର କରାଯାଇଛି। ଡଙ୍ଗାରେ ଥିବା ୭୦ ଲୋକଙ୍କ ଜୀବନ ଆସନ୍ନ ବିପଦରୁ ରକ୍ଷା ପାଇଯାଇଛି। #25yearsofnaveenbabu #bjdforever #ognaveenbabu #NabinaOdisha #5t #mosarkar5t #mosarkar #naveen #nuaodisha #public #safe

8/21/2022, 12:21:45 PM

А еще! Я не похвасталась тем, что теперь у меня живет это крылатое Мелкое Зло. Подарок моей @fox_madness привезенный и переданный с рук на руки. Чтобы теперь тут у меня наводила шороху! ☺️🖤🖤🖤 photo by @sweird #bjdby #bjdolls #bjd #BJDForever #dollzone #dollzoneanita #dollzonebjd

7/15/2022, 9:58:04 PM